ମାଳିକା ଭବିଷ୍ୟବାଣୀ: ମରିବା ପୂର୍ବରୁ ପୁଣ୍ୟ କମାଅ, ନଚେତ…

ମାଳିକା ଭବିଷ୍ୟବାଣୀ: ମରିବା ପୂର୍ବରୁ ପୁଣ୍ୟ କମାଅ, ନଚେତ…
ମାଳିକା ଭବିଷ୍ୟବାଣୀ: ମରିବା ପୂର୍ବରୁ ପୁଣ୍ୟ କମାଅ, ନଚେତ…

ଓଡ଼ିଆ ଗସିପ୍ ବ୍ୟୁରୋ: ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ସେ ଏହି ଦୁନିଆରୁ ବିଦାୟ ନେଇଥାଏ।

ପରିବାର ଲୋକ ତାଙ୍କର ପୋଷାକ, ଶଯ୍ୟା, ସେ ବ୍ୟବହାର କରୁଥିବା ପ୍ରାୟ ସବୁ ଜିନିଷ ତୁରନ୍ତ ଘରୁ କାଢି ଦିଅନ୍ତି ଏବଂ ସେସବୁକୁ ବାହାରକୁ ଫିଙ୍ଗି ଦିଅନ୍ତି।

କିନ୍ତୁ କେହି କେବେ ତାଙ୍କ ଦ୍ୱାରା ଅର୍ଜନ ହୋଇଥିବା ଧନ, ସମ୍ପତ୍ତି, ଘର, ଟଙ୍କା, ଅଳଙ୍କାର ଇତ୍ୟାଦିକୁ ଫିଙ୍ଗି ଦେଇଥିବା ଆପଣ ଦେଖିଛନ୍ତି ? କିମ୍ବା ଏସବୁକୁ ପରିତ୍ୟାଗ କରିଥିବା ଆପଣ ଜଣିଛନ୍ତି ?

ବରଂ, ସେମାନେ ସେହି ଜିନିଷଗୁଡିକ ଖୋଜନ୍ତି। ମୃତ ବ୍ୟକ୍ତିର ହାତ, ପାଦ, ବେକ ସବୁଠି ଖୋଜନ୍ତି।

ଆଉ ଯେଉଁଠି ଅଳଙ୍କାରଟିଏ ପାଆନ୍ତି ତାକୁ ବାହାର କରି ଗୁପ୍ତରେ ପକେଟରେ ରଖନ୍ତି।…

ତେଣୁ ଏବେଠାରୁ ପୂଣ୍ୟ ଅର୍ଜନ କର, ଉତ୍ତମ ଦାନ କର ଏବଂ ମହତ କର୍ମ ଦ୍ବାରା ନାମ ଅର୍ଜନ କର।

ଏହାକୁ କେହି ନେଇ ପାରିବେ ନାହିଁ, କି ଚୋରି କରିପାରିବେ ନାହିଁ। ଏହି ରୋଜଗାର ଏମିତି ଯାହାକି ଯିବା ଲୋକର ସହିତ ହିଁ ଯାଇଥାଏ।…

Share this story

World Odia Language Conferene