ଅବପାତର ରୂପ ନେବ ଲଘୁଚାପ: ଦି’ ଦିନ ପରେ ଉପକୂଳରେ ତାଣ୍ଡବ !

ଅବପାତର ରୂପ ନେବ ଲଘୁଚାପ: ଦି’ ଦିନ ପରେ ଉପକୂଳରେ ତାଣ୍ଡବ !
ଅବପାତର ରୂପ ନେବ ଲଘୁଚାପ: ଦି’ ଦିନ ପରେ ଉପକୂଳରେ ତାଣ୍ଡବ !

ଓଡ଼ିଆ ଗସପି ବ୍ୟୁରୋ : ଗତ କାଲିର ପୂର୍ବ-କେଂଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଂଚଳରେ ଥିବା ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ଉଏଲ-ମର୍କେଡ଼ ଲୋ ରେ ପରିଣତ ହୋଇଛି ।

 ଏହା ଆଗାମୀ ୨୪ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଘନୀଭୂତ ହୋଇ ଅବପାତ ର ରୂପନେବାର ସମ୍ଭାବନା ରହିଛି ।

ଏହା  ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୨ତାରିଖ ସକାଳ ସମୟରେ ଉତ୍ତର- ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକ ସତର୍କ ସୂଚନା ଜାରି କରାଯାଉଛି । ଏନେଇ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Share this story

World Odia Language Conferene