ବିଜେପିର ଏଇ ଶୋଚନୀୟ ହାର ଲାଗି କିଏ ନୈତିକ ଦାୟିତ୍ବ ମୁଣ୍ଡାଇବେ ?
Updated: Feb 28, 2022, 09:10 IST
![Bjp](https://odiagossip.com/static/c1e/client/83534/uploaded/4752434325b14717f52302d47c6ddd61.jpg)
ଓଡ଼ିଆ ଗସିପ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ? କିଏ ମୁଣ୍ଡାଇବ ଏହାର ନୈତିକ ଦାଇତ୍ଵ? ଏହା କେବଳ ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନ ନୁହେ। ସାମାଜିକ ଗଣ ମାଧ୍ୟମରେ ବି ଅନେକ ୟୁଜର୍ସ ଏହା ଉପରେ ଖୁଲମ ଖୁଲା ଆଲୋଚନା କରିବା ପାଇଁ ଆଗ୍ରହ ଦେଖାଉଛନ୍ତି।
ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମୋଦି ଉତ୍ତର ଦାୟୀତ୍ୱ ନେବା ଉଚିତ। କାରଣ ଏଭଳି ଅପାଣ୍ଡବା ଗୁଡାକୁ ଦଳରେ ରଖି ବିଜେପିର ସର୍ବନାଶ କରିଥିବାରୁ ମୋଦି ଦାୟୀ ନୁହଁନ୍ତି କି !
ଅନ୍ୟ ଜଣେ ଲେଖିଛନ୍ତି ଯେ, ସେ ବି ଜାଣିଛନ୍ତି ଏମାନଙ୍କ ଙ୍କ ଦ୍ଵାରା ଅସମ୍ଭବ। ନିଜ ନିଜ ଭିତରେ ଗୋଡ଼ ଟଣା ହୋଇ କିଛି କରେଇ ଦେବେନି। ସେଥିପାଇଁ ରଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଖଣି ଚୋରୀ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ପାଇଁ ପ୍ରଶଂସା କରି ଥିଲେ...