କରୋନାକୁ ନାହିଁ ଖାତିର: ନିଜ ପ୍ରେମିକକୁ ବାହା ହେବେ କାଜୋଲ…

0 5,054

ଓଡ଼ିଆ ଗସିପ୍ ବ୍ୟୁରୋ: କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର ।

ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ମୁମ୍ବାଇରେ କାଜଲ ବିବାହ କରିବେ ବୋଲି ଜଣାପଡ଼ିଛି।

କରୋନା ଯୋଗୁ ଏହି ଉତ୍ସବରେ କମ୍‌ ଏବଂ ସ୍ବତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯିବ। ନୂଆ ଅଭିଯାନ ଆରମ୍ଭ କରୁଥିବାରୁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି କାଜଲ । ସମସ୍ତଙ୍କ ଭଲ ପାଇବା ମାଗିଛନ୍ତି ।

ଜଲ ଜଣେ ପ୍ରସିଦ୍ଧ ବ୍ୟବସାୟୀ ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁ ବିବାହ କରିବେ। ସେମାନଙ୍କ ନିର୍ବନ୍ଧ ସରିଥିବା ମଧ୍ୟ କୁହାଯାଉଛି।

ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ୍‌’ରୁ ହିନ୍ଦୀ ଫିଲ୍ମ ଜଗତରେ କାଜଲ ଏଣ୍ଟ୍ରି ମାରିଥିଲେ ।

କାଜଲ କହିଛନ୍ତି ସେ ଆଗକୁ ମଧ୍ୟ ଅଭିନୟ ଜାରି ରଖିବେ ।

Leave A Reply

Your email address will not be published.