କରୋନାକୁ ନାହିଁ ଖାତିର: ନିଜ ପ୍ରେମିକକୁ ବାହା ହେବେ କାଜୋଲ…

କରୋନାକୁ ନାହିଁ ଖାତିର: ନିଜ ପ୍ରେମିକକୁ ବାହା ହେବେ କାଜୋଲ…
କରୋନାକୁ ନାହିଁ ଖାତିର: ନିଜ ପ୍ରେମିକକୁ ବାହା ହେବେ କାଜୋଲ…

ଓଡ଼ିଆ ଗସିପ୍ ବ୍ୟୁରୋ: କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର ।

ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ମୁମ୍ବାଇରେ କାଜଲ ବିବାହ କରିବେ ବୋଲି ଜଣାପଡ଼ିଛି।

କରୋନାକୁ ନାହିଁ ଖାତିର: ନିଜ ପ୍ରେମିକକୁ ବାହା ହେବେ କାଜୋଲ…

କରୋନା ଯୋଗୁ ଏହି ଉତ୍ସବରେ କମ୍‌ ଏବଂ ସ୍ବତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯିବ। ନୂଆ ଅଭିଯାନ ଆରମ୍ଭ କରୁଥିବାରୁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି କାଜଲ । ସମସ୍ତଙ୍କ ଭଲ ପାଇବା ମାଗିଛନ୍ତି ।

ଜଲ ଜଣେ ପ୍ରସିଦ୍ଧ ବ୍ୟବସାୟୀ ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁ ବିବାହ କରିବେ। ସେମାନଙ୍କ ନିର୍ବନ୍ଧ ସରିଥିବା ମଧ୍ୟ କୁହାଯାଉଛି।

ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ୍‌’ରୁ ହିନ୍ଦୀ ଫିଲ୍ମ ଜଗତରେ କାଜଲ ଏଣ୍ଟ୍ରି ମାରିଥିଲେ ।

କାଜଲ କହିଛନ୍ତି ସେ ଆଗକୁ ମଧ୍ୟ ଅଭିନୟ ଜାରି ରଖିବେ ।

Share this story

World Odia Language Conferene