IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..

IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..
IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..

ଓଡ଼ିଆ ଗସିପ ବ୍ୟୁରୋ: 3ଟଙ୍କା, 5ଟଙ୍କା , 10 ଟଙ୍କା ଅଧିକରୁ ଅଧିକ ଶହେ, 5ଶହ ମଧ୍ୟରେ ଆପଣ କଲମ କିଣିଥିବେ ଏବଂ ବ୍ୟବହାର କରିଥିବେ ।

IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..

ଆପଣ କିନ୍ତୁ କେବେ 70 ହଜାର ଟଙ୍କା ମୂଲ୍ୟର କଲମ ବ୍ୟବହାର କରିଛନ୍ତି କି ?

କେବେ ଦେଖିଛନ୍ତି କିମ୍ବା କିଣିବାକୁ ଚାହିଁଛନ୍ତି କି? ଉତ୍ତର ହୁଏତ ହଁ ନ ଆସିପାରେ କିନ୍ତୁ ଏହି କଲମ ବିଷୟରେ ଜାଣିବାକୁ ଆପଣଙ୍କ ଆଗ୍ରହ ନିଶ୍ଚୟ ଦେଖାଇଥିବେ ।

ଥରେ ଭାବନ୍ତୁ ଆପଣଙ୍କ ବଜେଟର ଶହେ ଗୁଣା ଅଧିକ ଦାମର ଏକ କଲମ ଦେଇ ଆପଣ କେବେ ବି କିଣିବାକୁ ଆଗ୍ରହ ନ ଦେଖାଇପାରନ୍ତି ।

IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..

କିଏ ଯଦି ଆପଣଙ୍କୁ ଏହି କଲମ ଉପହାର ସୂରୂପ ଦିଏ ଆପଣ କଣ କରିବେ?

ନିହାତି ଆପଣ ତାକୁ ଗ୍ରହଣ କରିବେ ଏବଂ ଖୁସି ଜାହିର କରିବେ । ଜଣେ ମହିଳା କିନ୍ତୁ ଏହାର ଓଲଟା କରିଛନ୍ତି ।

ଆସାମର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ଏକ କଲମ ଗିଫ୍ଟ କରନ୍ତି । ସଂପୃକ୍ତା ମହିଳା ଜଣଙ୍କ ସେହି କଲମ ଦାମ୍ ସମ୍ପର୍କରେ ଜାଣିନଥାନ୍ତି । ପରେ କିନ୍ତୁ ଯେବେ ଦାମ ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ରାତି ସାରା ଶୋଇପାରିନଥିଲେ । ପରେ ସେ ଗିଫ୍ଟ ଦେଇଥିବା ଭଦ୍ରବ୍ୟକ୍ତିଙ୍କୁ ଉପହାର ଫେରାଇ ନେବାକୁ ଅନୁରୋଧ କରିଥିଲେ ।

IASଙ୍କ ଦରମା ସହ ସମାନ ଏହି କଲମର ମୂଲ୍ୟ; ଯଦି ମାଗଣା ମିଳେ?…..

ମହିଳାଙ୍କ ଆଚରଣ ଦେଖି ସସମ୍ମାନେ ଦେଇଥିବା ଉପହାରକୁ ଫେରାଇ ନେଲେ ସଂପୃକ୍ତ ବ୍ୟକ୍ତି ।

ସେହି କଲମର ନାଁ ଥିଲା ମୋଣ୍ଟବ୍ଲାନ୍ସ ବ୍ଲାକ । ଯାହାର ଦାମ ଥିଲା 70 ହଜାର ଟଙ୍କା । ଏହି କମ୍ପାନୀର ଅନେକ କଲମର ଦାମ 5 ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ପର୍ଯ୍ୟନ୍ତ ରହିଛି ।

ଏହି କଲମରେ 14ରୁ 18 କ୍ୟାରେଟର ସୁନା ବ୍ୟବହାର ହୋଇଛି । ଏହା ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଲେଖିବା ଆରାମଦାୟକ ମଧ୍ୟ ଅଟେ ଯାହା ଏହାର ବୈଶିଷ୍ଟତାକୁ ଅଧିକ ବଢ଼ାଇଥାଏ ।

Share this story

World Odia Language Conferene