ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ

ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ
ମହାରଥୀ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଗଲେ ମେଦାନ୍ତ ହସ୍ପିଟାଲ

ଓଡ଼ିଆ ଗସିପ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଗୁରଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଆଜି ମଧ୍ୟାହ୍ନ ରେ ତାଙ୍କୁ ମେଦାନ୍ତ ହସ୍ପିଟାଲ ପଠାଯାଇଛି । ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ ମଧ୍ୟ ତାଙ୍କ ଅବସ୍ଥା ଖରାପ ହୋଇଥିଲା । ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Share this story

World Odia Language Conferene