ମନେ ପଡ଼ନ୍ତି ମହାରଥୀ: ବାଣୀବିହାରରେ ମହାରଥୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ

ମନେ ପଡ଼ନ୍ତି ମହାରଥୀ: ବାଣୀବିହାରରେ ମହାରଥୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ
ମନେ ପଡ଼ନ୍ତି ମହାରଥୀ: ବାଣୀବିହାରରେ ମହାରଥୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଜନପ୍ରିୟ ରାଜନେତା, ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

https://www.facebook.com/photo?fbid=2161532180647149&set=pcb.2161532280647139

ଶନିବାର ବିଳମ୍ବିତ ରାତିରେ ପ୍ରଦୀପ ମହାରଥୀଙ୍କ 66 ବର୍ଷରେ ନିଧିନ ହୋଇଥିଲା । ବିଜେଡିର ସେ ଜଣେ ଟାଣୁଆ ନେତା ଥିଲେ ।

ବିଜେଡିକୁ ସଂଗଠିତ କରିବା ସହ ପୁରୀ ଜିଲ୍ଲାରେ ଦଳର ସଂଗଠନକୁ ସୁଦୃଢ଼ କରିବାରେ ପ୍ରଦୀପ ମହାରଥୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

Share this story

World Odia Language Conferene