ଯୋଗ ବଢ଼ାଏ ସେକ୍ସ ପାୱାର: ପେଟର ଭୋକ ପାଇଁ ଆହାର ଏବଂ ଦେହର ଭୋକ ମେଣ୍ଟାଇବାକୁ ସେକ୍ସ ...

1.କ୍ୟାଟ ପୋଜ୍ (ବିରାଡି) କାଓ (ଗାଇ) ଆସନ
2. ବ୍ରିଜ୍ (ସେତୁବନ୍ଧ ସର୍ବାଙ୍ଗସନ)
3. ହେପି ବେବି (ଆନନ୍ଦ ବାଳାସନ)
ଓଡ଼ିଆ ଗସିପ୍ ବ୍ୟୁରୋ: ସୁସ୍ଥ, ନିରୋଗ ଓ ସତେଜ ରହିବା ପାଇଁ ପୃଷ୍ଟିକର ଖାଦ୍ୟ ଆବଶ୍ୟକ । କଥାରେ ଅଛି ପେଟର କ୍ଷୁଧା ଅର୍ଥାତ ପେଟର ଭୋକ ମାରିବାକୁ ଯେମିତି ଆମେ ନାନା ପ୍ରକାର ବ୍ୟଞ୍ଜନ ବା ଖାଦ୍ୟ ଗ୍ରହଣ କରୁ ସେମିତି ପ୍ରତିଟି ପ୍ରାପ୍ତବୟସ୍କ ପାଇଁ ଦେହର ଭୋକ (କାମନା ବା ସେକ୍ସ ଇଚ୍ଛା) ମେଣ୍ଟାଇବା ପାଇଁ ସେକ୍ସ ବା ଯୌନ ସାଥୀ ସହ କାମକ୍ରୀଡ଼ା ଅପରିହାର୍ଯ୍ୟ ହୋଇଥାଏ । ଆପଣ ଜାଣନ୍ତି ସୁସ୍ଥ ଯୌନ ସମ୍ପର୍କ ସ୍ଥାପନ ପାଇଁ ସୁଶମ ଖାଦ୍ୟ ଯେମିତି ଆବଶ୍ୟ ହୋଇଥାଏ ଠିକ୍ ସେମିତି ଦୈନିନ୍ଦିନ ଜୀବନରେ କିଛି ନିର୍ଦ୍ଧିଷ୍ଟ ଯୋଗାସାନ ଦ୍ୱାରା ସେକ୍ସ ପାୱାର ବୃଦ୍ଧି କରାଯାଇପାରେ । ଯାହା ମୁନି ଋଷିମାନେ ମଧ୍ୟ ନିଜ ନିଜ ରଚନାରେ ଲିପିବଦ୍ଧ କରିଯାଇଛନ୍ତି ।
ଏବେ ଆସନ୍ତୁ ଜାଣିବା କେମିତି ଯୋଗ ଦ୍ୱାରା ସେକ୍ସ ପାୱାରକୁ ଦ୍ୱିଗୁଣିତ କରିପାରିବା ?
ଯୋଗ ଦ୍ୱାରା କେବଳ ଯେ ମାନସିକ ସ୍ଥିତିରେ ସୁଧାର ଆସିଥାଏ ତାହା ନୁହେଁ ଏହା ଦାମ୍ଭତ୍ ଜୀବନରେ ହସ , ଖୁସି ଓ ସୁଖ ଆଣିଦେଇଥାଏ । ପ୍ରତ୍ୟକ ଦିନ ଯୋଗାଭ୍ୟାସ କରିବା ଦ୍ୱାରା ଯେମିତି ଶାରୀରିକ ଶକ୍ତି ସାମାର୍ଥ୍ୟ ସଞ୍ଚୟ କରିବାରେ ସହାୟକ ହୁଏ ସେତିକି ବେଡ୍ ରୁମ୍ ରେ ପତ୍ନୀକୁ ଖିସି କରିବାରେ ସହାୟକ ହୋଇଥାଏ ।
ଯୋଗ ମଧ୍ୟ ସାମଗ୍ରିକ ଯୌ ନ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । 40 ଜଣ ମହିଳାଙ୍କୁ ନେଇ ଦୀର୍ଘ 12 ସପ୍ତାହ ପର୍ଯ୍ୟନ୍ତ । ଗୋଟିଏ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନେ ଯୋଗ ଅଭ୍ୟାସ କରୁଛନ୍ତି ସେମାନେ ଫରକ ପରଖିବାରେ ସମର୍ଥ ହୋଇଛନ୍ତି । ଅନୁସନ୍ଧାନକାରୀମାନେ ନିଜ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ଯୋଗ ଯୋଗୁଁ ମହିଳାମାନେ ସେମାନଙ୍କର ଯୌ ନ ଜୀବନରେ ଯଥେଷ୍ଟ ଉନ୍ନତି କରିଛନ୍ତି। ଏହା ଏକ ଛୋଟ ନମୁନା ଆକାର ଏବଂ କେବଳ ଗୋଟିଏ ଅଧ୍ୟୟନ, କିନ୍ତୁ ଯୋଗ ଏବଂ ଏକ ଉତ୍ତମ ଯୌନ ଜୀବନ ମଧ୍ୟରେ ସଂଯୋଗ ଆଶାବାଦୀ ।
ସବୁଠାରୁ ବଡ଼ କଥା ହେଲା ଯୋଗ ଆପଣଙ୍କ ଯୌ ନ ଜୀବନକୁ ବଢାଇପାରେ? ସଚେତନତା ଏବଂ ଶରୀର ନିୟନ୍ତ୍ରଣ ବୃଦ୍ଧି ମଧ୍ୟ କରିପାରେ ।
“ଏକ ନିୟମିତ ଯୋଗ ଅଭ୍ୟାସ ଆପଣଙ୍କୁ ବର୍ତ୍ତମାନର ମୁହୂର୍ତ୍ତର ସଚେତନତାକୁ ଆଣିଥାଏ ଯାହା ଆପଣଙ୍କ ଯୌ ନ ଜୀବନକୁ ଆନନ୍ଦମୟ କରିଥାଏ ।
ଏବେ ଜାଣିବା ସେକ୍ସ ପାଇଁ କିଛି ଯୋଗାସନ ବା ମୁଦ୍ରା ସମ୍ପର୍କରେ...
1.କ୍ୟାଟ ପୋଜ୍ (ବିରାଡି) କାଓ (ଗାଇ) ଆସନ
ଏହି ମୁଦ୍ରାରେ ପ୍ରାଣାୟମ କଲେ ଉଭୟେ ରିଲାକ୍ସ ଫିଲ୍ କରିପାରିବେ। ଷ୍ଟ୍ରେସ୍ ବା ଚିନ୍ତା ଦୂର ହୋଇ ଏହା ମୁଡ୍ ବା କାମ ଇଚ୍ଛା ବୃଦ୍ଧି କରିବାରେ ସହାୟକ ହେବ ।
2. ବ୍ରିଜ୍ (ସେତୁବନ୍ଧ ସର୍ବାଙ୍ଗସନ)
ମସଲ ବା ମାଂଶପେଶୀକୁ ଅଧିକ ବଳିଷ୍ଠ କରିଥାଏ । ସେକ୍ସ ବେଳେ ହେଉଥିବା ଯନ୍ତ୍ରଣାକୁ ଏହା ଲାଘବ ବା ଦୂର କରିଥାଏ । କେବଳ ସେତିକି ନୁହେଁ ସେକ୍ସ ପାୱାର ଓ ସ୍ପିଡ୍ କୁ ବଢ଼ାଇବାରେ ମଧ୍ୟ ଏହା ରାମବାଣ ଭଳି କାମ କରିଥାଏ ।
3. ହେପି ବେବି (ଆନନ୍ଦ ବାଳାସନ)
ଏକ ଲୋକପ୍ରିୟ ଆସନ ହେଉଛି ହେପି ବେବି ଯାହାକୁ ଓଡ଼ିଆରେ ଆନନ୍ଦ ବାଳାସନ ନାରେ ପରିଚିତ । ଏହା ସବୁଠାରୁ ରିଲାକ୍ସ ବା ଆରାମ ପ୍ରଦାନ କରୁଥିବା ଆସନ । ଗୁଡ୍ ଇନ୍ ବେଡ୍ ପରଫରମାନ୍ସ ପାଇଁ ଏହା ଉପଯୋଗୀ ଅଟେ ।