ସ୍ତନର ଆକାରକୁ ନେଇ ଚିନ୍ତିତ କି? ତେବେ ଆଉ ଡେରି କାହିଁକି, ବକ୍ଷୋଜ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

କିନ୍ତୁ ସେମାନେଙ୍କ ମନରେ ଥାଏ କେମିତି ସେମାନଙ୍କ ଛାତି ଆକର୍ଷଣୀୟ ହେବା ତାଙ୍କ ବକ୍ଷୋଜ ର ଆକାର ଯୁବକ ମାନଙ୍କ ମନରେ ଯୌନ ଲାଳସା ବଢାଇବ ଏବଂ ତାଙ୍କ ପ୍ରତି ଅଧିକରୁ ଅଧିକ ଆକର୍ଷିତ ହେବେ । ପ୍ରଥମେ ଆପଣ ଆପଣଙ୍କ ସ୍ତନ ଦୁଇଟିର ଉତ୍ତମ ଯତ୍ନ ନିଅନ୍ତୁ । ବେଳେ ବେଳେ ତେଲ ମାଲିଶ୍ କରିପାରିବେ । ଦୂତୀୟ ରେ ଯୁବତୀ ମାନେ ଅଧିକ ଧ୍ୟାନ ଦେବେ ଯେ ସେମାନେ ଠିକ୍ ନିକ ସ୍ତନ ସାଇଜ ର ବ୍ରା ପରିଧାନ କରୁଛନ୍ତି ତ ?
ତୃତୀୟରେ ସେମାନେ ଧ୍ୟାନ ଦେବାକୁ ଭୁଳିବେନି ଯେ ପିନ୍ଧିଥିବା ଡ୍ରେସ ସ୍ତନର ଆକାରକୁ ପ୍ରକୃତ ସାଇଜ ଠାରୁ କମ୍ ଦେଖାଯାଉନାହିଁ ତ ? ଯଦି ହଁ ତେବେ ଟପସ ତାହା ପୁଣି ଅଳ୍ପ ଛାତି ତଳକୁ ଯେମିତି ଆପଣଙ୍କ ବକ୍ଷୋଜ ଅନ୍ୟକୁ ଆକର୍ଷଣ କରିପାରୁଥିବ । ବେଳେ ବେଳେ ଯୁବତୀ ଓ ବିବାହିତ ମହିଳା ମାନେ ସାନ ସ୍ତନ ପାଇଁ ସେମାନଙ୍କ ପାର୍ଟନରଙ୍କୁ ଖୁସିରେ ରଖି ପାରନ୍ତି ନାହିଁ ତେଣୁ ନିୟମିତ ବାୟାମ୍ ଦ୍ଵାରା ଆପଣ ପ୍ରତିଦିନ ନିଜ ସ୍ତନର ଯତ୍ନ ନେଇ ନିଜକୁ ଆକର୍ଷଣୀୟ କରିବା ସହ ସେକ୍ସି ଦେଖିବାକୁ ଲଗିବେ ।