ସୁନା ତସ୍କରୀ: ଦୁବାଇରୁ ଆସୁଥିଲା 25ଲକ୍ଷର ଚୋରା ସୁନା, ବିମାନ ବନ୍ଦରରେ ଧରିଲା କଷ୍ଟ ବିଭାଗ

0 239

ଓଡ଼ିଆ ଗସିପ ବ୍ୟୁରୋ: କର୍ଣ୍ଣାଟକର ମାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିପୁଳ ପରିମାଣର ସୁନା ଜବତ ।

ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ 25 ଲକ୍ଷ 45 ହଜାର 920 ଟଙ୍କା ବୋଲି ଜଣାପଡ଼ିଛି ।

ଗିରଫ ହୋଇଥିବା ଯାତ୍ରୀ ଜଣଙ୍କ ଗତ 4 ତାରିଖରେ ଦୁବାଇରୁ ଉଡ଼ାଣ ଭରିଥିଲେ ।

ଗିରଫ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.