ଆପଣ ଜାଣନ୍ତି ଅନୁଭଵ ମହାନ୍ତିଙ୍କ ୯୯ରାଣୀ ଅଛନ୍ତି? ସେ ଭାରି....

anu

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ଜାଣନ୍ତି ଅନୁଭଵ ମହାନ୍ତି ହେଉଛନ୍ତି ୯୯ ରାଣୀର ରାଜା। ଆପଣ କହିବେ କେମିତି? ଏହାର ଉତ୍ତର ସ୍ପଷ୍ଟ, ଏଥିପଇଁ ଆପଣଙ୍କୁ କିଛି ବର୍ଷ ପଛକୁ ଯିବାକୁ ହେବ । ହଁ କିଛିବର୍ଷ ପଛକୁ ଗଲେ ହିଁ ଆପଣ ଜାଣି ପାରିବେ ଯେ, ଆମେ କାହିଁକି ଏ କଥା କହୁଛୁ। ଯେଉଁ ସମୟରେ ଓଡ଼ିଶାରେ ଅଲବମ ମ୍ୟୁଜିକ ଭିଡ଼ିଓ ର ଜମାନା ଥିଲା ଆମେ ସେହି ସମୟକୁ ଫେରିବାକୁ ହେବ। ତେବେ ଚାଲନ୍ତୁ ଖୋଜିବ କିଏ ସେହି ୯୯ ରାଣୀ ଯିଏ ଅନୁଭବକୁ ଦେଇଛନ୍ତି ସେଇ ସବୁ ସୁଖ ଯାହାକୁ ପାଇଁ ଆଜି ବି ବେଶ ଖୁସି ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ାର ସାଂସଦ ଅନୁଭଵ ମହାନ୍ତି।

 

 

1

Share this story