T20 ୱାର୍ଲଡ କପ 2022ରେ ପାକିସ୍ତାନକୁ ଧୂଳି ଚଟେଇଲା ଇଂଲଣ୍ଡ, 5 wicketରେ ପୁଣି ପାକିସ୍ତାନ ଉପରେ ରାଜ କଲା ଇଂଗ୍ରେଜ

 

ଓଡ଼ିଆ ଗସିପ ବ୍ୟୁରୋ: ଟି -20 ବିଶ୍ୱକପ 2022ରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଫାଇନାଲ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ବେଳେ ଏହି T20 ୱାର୍ଲଡ କପ 2022 କୁ ଜିତିନେଇଛି ଯାଉଛି ଇଂଲଣ୍ଡ ।

ଗୋଟେ ପ୍ରକାର କହିବାକୁ ଗଲେ ପୁଣି 5 wicketରେ ପୁଣି ପାକିସ୍ତାନ ଉପରେ ରାଜ କଲା ଇଂଗ୍ରେଜ । ଏହି ମ୍ୟାଚ୍ ଅପରାହ୍ନ 1:30 ଘଣ୍ଟାରେ ଆରମ୍ଭ ହୋଇଥିଲା ।

ପାକିସ୍ତାନ ପ୍ରଥମ ଇଂନିଙ୍ଗ ଖେଳି ଇଂଲଣ୍ଡ ସମୁଖରେ ୧୩୮ ଲକ୍ଷ ରଖିଥିଲା । ଯାହାକୁ ସବୁ ବଳ କଷି ଇଂଲଣ୍ଡ 18 ଓଭରରେ ପୁରା ଲକ୍ଷ ହାସଲ କରିନେଇଛି । ଇତିମଧ୍ୟରେ ଇଂଲଣ୍ଡର 5ଟା ୱେକେଟ ରେ ଇତିହାସ ରଚିଛି କାହିଁକି ନା ପାକିସ୍ତାନର ବୋଲର ଆକ୍ରମକ ବୋଲିଂ କରିଥିଲେ ହେଁ ଇଂଲଣ୍ଡ ଧୁଆଁଧାର ବ୍ୟାଟିଂ କରି ଏହି ଲକ୍ଷ ହାସଲ କରିପାରିଛି ।

ସେପଟେ ଇଂଲଣ୍ଡର ଅଲରାଉଣ୍ଡର ଷ୍ଟ୍ରୋକ 49 ବଲରେ 52 ରନ କରିଥିବା ବେଳେ ତାଙ୍କ ସାଙ୍ଗରେ ବଟଲର 26 ରନ କରି ଟିମ କୁ ମଜବୁତ ସ୍ତିତି ରେ ରଖିଥିଲେ ।