T20 ୱାର୍ଲଡ କପ 2022ରେ ଟ୍ୱିଷ୍ଟ: ହାରିବା ସ୍ଥିତିରେ ପାକିସ୍ତାନ, ଇଂଲଣ୍ଡର ଦବଦବା ଜାରି...

 

ଓଡ଼ିଆ ଗସିପ ବ୍ୟୁରୋ: ଟି -20 ବିଶ୍ୱକପ 2022ରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଫାଇନାଲ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଏହି ମ୍ୟାଚ୍ ଅପରାହ୍ନ 1:30 ଘଣ୍ଟାରେ ଆରମ୍ଭ ହୋଇଥିଲା ଯାହା ଏବେ ଚାଲୁରହିଛି । ଏହି ମ୍ୟାଚ କିଏ ଜିତିବ ଏବେ ବି ବିଦ୍ଧିଜୀବି ମାନେ ଭବିଷ୍ୟବାଣୀ କରୁଥିବା ବେଳେ ଇଂଲଣ୍ଡ ଜିତିବା ର ବହୁ ଆଗରେ ରହିଛି ।

ପାକିସ୍ତାନ ପ୍ରଥମ ଇଂନିଙ୍ଗ ଖେଳି ଇଂଲଣ୍ଡ ସମୁଖରେ ୧୩୮ ଲକ୍ଷ ରଖିଛି । ଯାହାକୁ ସବୁ ବଳ କଷି ଇଂଲଣ୍ଡ ୧୭ ଓଭରରେ ୧୨୮ ରନ କରିସାରିଛି । ଇତିମଧ୍ୟରେ ଇଂଲଣ୍ଡର ୪ଟା ୱେକେଟ ଯାଇଥିବା ବେଳେ ପାକିସ୍ତାନର ବୋଲର ଆକ୍ରମକ ବୋଲିଂ କରୁଛନ୍ତି ।

ଚେଷ୍ଟା ରହିଛି କେମିତି ଇଂଲଣ୍ଡର ସମସ୍ତ ୱେକେଟ ଖସାଇ ୱାର୍ଲଡ କପ ଟ୍ରଫି ଜିତିବା ପାଇଁ । ସେପଟେ ଇଂଲଣ୍ଡର ଅଲରାଉଣ୍ଡର ଷ୍ଟ୍ରୋକ ୩୬ ବଲରେ ୪୦ ରନ କରିଥିବା ବେଳେ ତାଙ୍କ ସାଙ୍ଗରେ ଥିବା ମୋଇନ ଷ୍ଟ୍ରୋକ ସହ ତଳ ଦେଇ ଚାଲିଛନ୍ତି ।