ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ

 

ଓଡ଼ିଆ ଗସିପ ବ୍ୟୁରୋ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ। ହୃଦଘାତରେ ମାତ୍ର ୫୨ବର୍ଷ ବୟସରେ  ପରଲୋକ ଘଟିଛି।

ନିଜ ପ୍ରତିପକ୍ଷଙ୍କ ଆଖିରେ ଆଖି ମିଳେଇ କ୍ରିକେଟ ଖେଳିବା,ଅଷ୍ଟ୍ରେଲିଆ ଭଳି ଦ୍ରୁତ ବୋଲରଙ୍କ ମାଟିରେ ଜଣେ ସ୍ପିନର ଭାବେ ନିଜକୁ ପ୍ରତିଷ୍ଠା କରିବା କମ କଥା ନଥିଲା।

ଲୋକପ୍ରିୟତାରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପଛରେ ପକେଇ ଦେଇଥିଲେ। ଅଧିକାଂଶ ଲୋକ ମତ ଦେଇଥିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଠାରୁ Warne ଅଧିକ ଯୋଗୁ ଦେଶକୁ ନେତୃତ୍ୱ ଦେବାରେ।

ତୁମ ମ୍ୟାଜିକ "କଚଟି" କ୍ରିକେଟ ବଞ୍ଚିଥିବା ଯାଏଁ ମନେରହିବ। ଜୀବନ ଯେତିକି ରଙ୍ଗୀନ ଥିଲା ,କ୍ରିକେଟ କ୍ୟାରିୟର ତା ଠୁଁ ଅଧିକା ରଙ୍ଗୀନ ଥିଲା।