ଦେହ ଉପରେ ପଡିଛି କି ଝିଟିପିଟି, ତେବେ ଜାଣନ୍ତୁ କେତେ ଶୁଭ ଏବଂ କେତେ ଅଶୁଭ…

ପ୍ରତି ଲୋକଙ୍କ ପରିବାରେ ଝିଟିପିଟି ଗୋଟିଏ ଭୟାନକ ଜୀବ କୁ ଦେଖିବାକୁ ମିଳେ । ତେବ ଏହି ଝିଟିପିଟି ଯଦି କାହାରି ଉପରେ ପଡେ ତେବେ ଏହାକୁ ଅଶୁଭ ଲକ୍ଷଣ ବୋଲି କୁହାଯାଏ । ଏମିତି କି ଏହି ଝିଟିପିଟି କୌୈଣସି ଖାଇବାରେ ପଡିଯାଏ ତେବେ ସେହି ଖାଦ୍ୟକୁ ତୁରନ୍ତ ଫୋପାଡି ଦିଆଯାଏ । ବନ୍ଦୁଗଣ ଆପଣ ମାନେ ଜାଣନ୍ତି ଝିଟିପିଟି ଖାଲି ଅଶୁଭ ସଂଙ୍କେତ ଦେଇନଥାଏ ତାହା ସହିତ ଶୁଭ ସଂଙ୍କେତ ମଧ୍ୟ ଦେଇଥାଏ ।
 

ପ୍ରତି ଲୋକଙ୍କ ପରିବାରେ ଝିଟିପିଟି ଗୋଟିଏ ଭୟାନକ ଜୀବ କୁ ଦେଖିବାକୁ ମିଳେ । ତେବ ଏହି ଝିଟିପିଟି ଯଦି କାହାରି ଉପରେ ପଡେ ତେବେ ଏହାକୁ ଅଶୁଭ ଲକ୍ଷଣ ବୋଲି କୁହାଯାଏ । ଏମିତି କି ଏହି ଝିଟିପିଟି କୌୈଣସି ଖାଇବାରେ ପଡିଯାଏ ତେବେ ସେହି ଖାଦ୍ୟକୁ ତୁରନ୍ତ ଫୋପାଡି ଦିଆଯାଏ । ବନ୍ଦୁଗଣ ଆପଣ ମାନେ ଜାଣନ୍ତି ଝିଟିପିଟି ଖାଲି ଅଶୁଭ ସଂଙ୍କେତ ଦେଇନଥାଏ ତାହା ସହିତ ଶୁଭ ସଂଙ୍କେତ ମଧ୍ୟ ଦେଇଥାଏ ।

ଯଦି ଆପଣ ଙ୍କୁ ଝିଟିପିଟି ମାଧ୍ୟମରେ କୌଣସି ସଂଙ୍କେତ ମିଳୁଥାଏ ତେବେ ତାହାକୁ ଅଣଦେଖା କରନାହିଁ କାରଣ ତାହା ଆପଣ ମାନଙ୍କ ପାଇିଁ,ଶୁଭ ସମୟ ବି ଆଣିପାରେ କିମ୍ବା ଅଶୁଭ ସମୟ ବି ଆଣିପାରେ । ତେବେ ଆସନ୍ତୁ ଜାଣିବା ଝିଟିପିଟି ଆମକୁ କଣ ସଂଙ୍କେତ ଦେଇଥାଏ ।

୧. ଘରକୁ ଫେରିବା ସମୟରେ: ଯଦି ଆପଣ କୌଣସି କାମ ବସତ ବାହାରକୁ ଯାଇଛନ୍ତି ତେବେ ଫେରିବା ସମୟରେ ଯଦି ଆପଣ ଘରର ଦ୍ବାର ମୁହଁରେ ଝିଟିପିଟି ଥିବାର ଦେଖୁଛନ୍ତି ତେବେ ଜାଣନ୍ତୁ ତାହା ଆପଣ ମାନଙ୍କ ପାଇିଁ ଶୁଭ ଅଟେ ।ଭବିଷ୍ୟତରେ ଆପଣ ଙ୍କ ସହ କିଛି ଭଲ ସଫଳ ମିଳିବାକୁ ଯାଉଛି ବୋଲି ଝିଟିପିଟି ସଂଙ୍କେତ ଦେଇଥାଏ ।

୨. ଫ୍ଲାଟ କିମ୍ବା ଘର କିଣିବା ବେଳେ: ଯଦି ଆପଣ କୌଣସି ସ୍ଥାନରେ ଫ୍ଲାଟ କିମ୍ବା ଘର କିଣିଛନ୍ତି ତେବେ ସେହି ଘରକୁ ଯିବା ସମୟରେ ଦେଖିବାକୁ ପାଇଲେ କି ଘରେ ଝିଟିପିଟି ମରି ପଡିଛି ତେବେ ଏହାକୁ କେବେ ଅଣଦେଖା କରିବେ ନାହିଁ ଆପଣ ସେହି ଘରେ ରହିବା ଆଦୁ ଭଲ ନୁହେଁ କାରଣ ଝିଟିପିଟି ମିରିବା ଆଦୁ ଶୁଭ ସଂଙ୍କେତ ନୁହେଁ ।

୩. ମୁଣ୍ଡର କେଶରେ ପଡିଲେ: ଯଦି ଝିଟିପିଟି ମୁଣ୍ଡର କେଶରେ ପଡେ ତେବେ ଆପଣ କୌଣସି କାରଣରୁ ଅସୁବିଧାରେ ପଚିପାରନ୍ତି । ଯଦି ଏହା ବ୍ୟତିତ ଶରୀର କୌଣସି ସ୍ଥାନରେ ପଡେ ତେବେ ଆଦୁ ଭୟ କରନ୍ତୁ ନାହିଁ କାରଣ ତାହା ଆପଣ ଙ୍କ ପାଇିଁ କିଛି ଅସୁଭ ଲକ୍ଷଣ ନୁହେଁ । ଏହା ଆପଣ ଙ୍କୁ ଅଧିକ ଧନପ୍ରାପ୍ତିର ସଂଙ୍କେତ ଜେଇଥାଏ ।

୪. ଝିଟିପିଟି ଅଣ୍ଟା ଉପରେ ପଡିଲେ: ଝିଟିପିଟି ଅଣ୍ଟା ଉପରେ ପଡିଲେ ତାହା ଧନ ପ୍ରାପ୍ତି ହୋଇଥାଏ ତେବେ ସେହିପରି ଝିଟିପିଟି ଆମ ଶରୀର ବାମ ପାର୍ଶ୍ବରେ ପଡିଲେ ତାହା ଜୀବନରେ ଦୁଖ ଆସିଥାଏ ଯଦି ତାହା ଶରୀର ର ଡାହାଣ ପାର୍ଶ୍ବରେ ପଡେ ତେବେ ତାହା ଶୁଭ ସଂଙ୍କେତ ହୋଇଥାଏ ।

୫. ବେକ ଉପରେ ପଡିଲେ: ଯଦି ଝିଟିପିଟି ବେକ ଉପରେ ପଡେ ତେବେ ସମ୍ମାନ ବୃଦ୍ଧି ହୋଇଥାଏ ଏବଂ କାନ ଉପରେ ପଡ ତେବେ ଆୟୁଷ ବୃଦ୍ଧି ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।