ଦୁଇ ୱେବ୍ ପୋର୍ଟାଲ ଉପରେ ଆୟକର ବିଭାଗର ରେଡ୍ ! କିନ୍ତୁ କାହିଁକି ?

 

ଓଡ଼ିଆ ଗସିପ୍ ବ୍ୟୁରୋ: ସରକାରଙ୍କୁ ସମାଲୋଚନା କରିବା କଣ ଅପରାଧ କି? ତାତ୍ସଲ୍ୟ କଲେ ଶାସ୍ତି କି ଆଉ ସତ ଦେଖାଇ ଭାଣ୍ଡାଫୋଡ କଲେ ସରକାରୀ ଛାଟ କି? ଆମେ ଏଇଥି ପାଇଁ ଏହି ପ୍ରଶ୍ନ ଆପଣଙ୍କ ସାମ୍ନାରେ ରଖୁଛି କାହିଁକିନା ମିଡିଆକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଶାସକ ଦଳ ଓ ସରକାର । ସରକାରଙ୍କ ବିରୋଧରେ ନୁହେଁ ଯେଉଁ ଖବର ଓ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବା କଥା ତାହା ଦେଖାଯାଉଥିବାରୁ ଏଥିରେ ଉତ୍ୟକ୍ତ ହୋଇ ସରକାରୀ କଳର ଅପବ୍ୟହାର କରାଯାଉଛି । ଏଇ ଯେମିତି ଗତକାଲି ଦୁଇଟି ନ୍ୟୁଜପୋର୍ଟାଲ ଅଫିସରେ ଆଇଟି ଅଧିକାରୀମାନେ ଛାନଭିନ କରିବା ଘଟଣା।