ଜାଣନ୍ତୁ, ଆଜିଠୁ ଆପଣଙ୍କ ପକେଟକୁ ରକେଟ ମାଡ଼ ହେବ ନା ଦି ପଇସା ମିଳିବ

 

ଓଡ଼ିଆ ଗସିପ୍ ବ୍ୟୁରୋ: ସଂସଦରେ ଆଜି ଉପସ୍ଥାପିତ ହେବ ୟୁନିୟନ ବଜେଟ୍ 2022 । 2022-23 ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ଏବଂ ତାଙ୍କ ଟିମ୍ ।


ଜାଣନ୍ତୁ, ଣ ରହିଛି ବଜେଟ୍‌ ଆଶା...

ଭିତ୍ତିଭୂମି ସୁଦୃଢ଼ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ

ପାରମ୍ପରିକ କୃଷି, ଶିକ୍ଷା, ସେବା କ୍ଷେତ୍ର ଫୋକସ୍‌ରେ ରହିପାରେ

ଆୟକର ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ବି ଗୁରତ୍ୱ ଦିଆଯାଇପାରେ

କ୍ରିପ୍ଟୋ କରେନ୍ସି ଉପରେ ହୋଇପାରେ ଠୋସ୍ ନିଷ୍ପତ୍ତି

କର୍ମ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇପାରେ

ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ପାଣ୍ଠି ମିଳିବା ଆଶା

ଖୋର୍ଦ୍ଧା-ବଲାଙ୍ଗିର, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଉପରେ ନଜର ରହିଛି