ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ କେଉଁ ଆସନ ଦିଆଯାଇଛି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ତାର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଗତକାଲି ଘୋଷଣା କରିଛି । ତେବେ ବିଧାନସଭା ଆସନ ପାଇଁ କାହାକୁ କେଉଁ ଆସନ ଦିଆ ଯାଇଛି ପଢନ୍ତୁ : ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର (ଏକାମ୍ର)- ବାବୁ ସିଂହ ଖୋର୍ଦ୍ଧା- କାଳୁଖଣ୍ଡାୟତ ରାୟ ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ ରଣପୁର- ସୁରମା ପାଢ଼ୀ ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ ନୟାଗଡ଼-ଇରାନୀ ରାୟ ଭଞ୍ଜନଗର- ପ୍ରଦ୍ୟୁମ୍ନ ନାୟକ ପୋଲାସରା- ଗୋକୁଳାନନ୍ଦ
 

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ତାର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଗତକାଲି ଘୋଷଣା କରିଛି । ତେବେ ବିଧାନସଭା ଆସନ ପାଇଁ କାହାକୁ କେଉଁ ଆସନ ଦିଆ ଯାଇଛି ପଢନ୍ତୁ :

ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର (ଏକାମ୍ର)- ବାବୁ ସିଂହ

ଖୋର୍ଦ୍ଧା- କାଳୁଖଣ୍ଡାୟତ ରାୟ

ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ

ରଣପୁର- ସୁରମା ପାଢ଼ୀ

ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ

ନୟାଗଡ଼-ଇରାନୀ ରାୟ

ଭଞ୍ଜନଗର- ପ୍ରଦ୍ୟୁମ୍ନ ନାୟକ

ପୋଲାସରା- ଗୋକୁଳାନନ୍ଦ ମଲ୍ଲିକ

ଖଲ୍ଲିକୋଟ- ଭାରତୀ ବେହେରା

ସାନଖେମୁଣ୍ଡି- ବିଜୟ ସ୍ୱାଇଁ

ଗୋପାଳପୁର- ବିଭୁତି ଜେନା

ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ

ପାରଳାଖେମୁଣ୍ଡି- କେ.ନାରାୟଣ ରାଓ

ବିଷମ କଟକ- ଶିବଶଙ୍କର ଉଲ୍ଲାକା

ଲକ୍ଷ୍ମୀପୁର- କୁମୁଦା ସାଉନ୍ତ

କୋଟପାଡ଼- ଖଗେଶ୍ୱର ପୂଜାରୀ

ପଟାଙ୍ଗୀ- ରାମଚନ୍ଦ୍ର ପାଙ୍ଗୀ

ମାଲକାନଗିରି- ଆଦିତ୍ୟ ମାଢ଼ି

ଅନୁଗୋଳ- ପ୍ରତାପ ପ୍ରଧାନ

ଛେଣ୍ଡିପଦା- ଅଗସ୍ତି ବେହେରା

ଲୋଇସିଂହା- ମୁକେଶ ମହାଲିଙ୍ଗ୍

ପାଟଣାଗଡ଼- କନକ ବର୍ଦ୍ଧନ ସିଂହଦେଓ

ଟିଟିଲାଗଡ଼- ଅଶୋକ ଦୋରା

କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍‌

ଖରିଆର୍‌- ରୀତାରାଣୀ ବଗର୍ତି

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀ ମାଝି

ଲାଞ୍ଜିଗଡ଼- ରମେଶ ମାଝି

ଜୁନାଗଡ଼- ମନୋଜ ମେହେର

ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ

ନର୍ଲା- ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା- କରେନ୍ଦ୍ର ମାଝି

ଜି.ଉଦୟଗିରି- ଅର୍ଚ୍ଚନା ପ୍ରଧାନ

କଣ୍ଟାମାଳ- କହ୍ନେଇ ଡଙ୍ଗ

ବୌଦ୍ଧ- ସୁଶାନ୍ତ ପ୍ରଧାନ

ବଡ଼ମ୍ବା- ବିଜୟ କୁମାର ଦଳବେହେରା

ବାରବାଟୀ କଟକ- ସମୀର ଦେ

ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି

କଟକ ସଦର- ଦିଲ୍ଲୀପ ମଲ୍ଲିକ

ସାଲେପୁର- ପ୍ରକାଶ ବେହେରା

ମାହାଙ୍ଗା- ସର୍ଦ୍ଦାର ପ୍ରଧାନ

ଆଳି- ଦୋଳ ଗୋବିନ୍ଦ ନାୟକ

ରାଜନଗର- ଅଲେଖ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ବାଲିକୁଦା-ଏରସମା- ଦାମୋଦର ରାଉତ

ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର

କାକଟପୁର- ତୁଷାରକାନ୍ତି ବେହେରା

ନିମାପଡ଼ା- ପ୍ରଭାତି ପରିଡ଼ା

ବ୍ରହ୍ମଗିରି- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ତଳସରା- ଭବାନୀ ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ୍‌

ରଘୁନାଥପାଲି- ଜଗବନ୍ଧୁ ବେହେରା

ରାଉରକେଲା- ନିହାର ରାୟ

ରାଜଗାଙ୍ଗପୁର- ନରସିଂହ ମିଞ୍ଜ

ବଣାଇ- ଅନୀଲ ବାର୍ତ୍ତା

କୁଚିଣ୍ଡା- ରବି ନାରାୟଣ ନାୟକ

ରେଙ୍ଗାଲି- ନାଉରି ନାୟକ

ସମ୍ୱଲପୁର- ଜୟନାରାୟଣ ମିଶ୍ର

ତେଲକୋଇ- ଧନୁଜୟ ସିଦ୍ଧୁ

ଘସିପୁରା- ପୃଥ୍ୱୀରାଜ କହଁର

ଆନନ୍ଦପୁର- ଭାଗୀରଥି ସେଠି

ପାଟଣା- ଭବାନୀ ଶଙ୍କର ନାୟକ

କେନ୍ଦୁଝର- ମୋହନ ମାଝି

ଯଶୀପୁର- ଗଣେଶରାମ୍‌ ଖୁଣ୍ଟିଆ

ସାରସକଣା- ଡ. ବୁଧାନ ମୁର୍ମୁ

ବାଙ୍ଗିରିପୋଷି- ସୁକୁଡ଼ା ମୁର୍ମୁ

କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

ଉଦଳା- ଭାସ୍କର ମଢ଼େଇ

ବଡ଼ସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ୍‌

ଜଳେଶ୍ୱର- ଜୟ ନାରାୟଣ ମହାନ୍ତି

ବାଲେଶ୍ୱର- ମଦନମୋହନ ଦତ୍ତ

ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ

ସୋର- ରାକେଶ ମଲ୍ଲିକ

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ

ଧାମନଗର- ବିଷ୍ଣୁ ସେଠୀ

ଚାନ୍ଦବାଲି- ମନମୋହନ ସାମଲ

ବିଞ୍ଝାରପୁର- ବବିତା ମଲ୍ଲିକ

ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ

ବଡ଼ଚଣା- ଅମର ନାୟକ

ଧର୍ମଶାଳା- ତୁଷାର ପରିଡ଼ା

ଯାଜପୁର- ଗୌତମ ରାୟ

କୋରେଇ- ବିଶ୍ୱଜିତ ନାୟକ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

ହିନ୍ଦୋଳ- ଅଶୋକ ନାୟକ

କାମାକ୍ଷାନଗର- ଶତ୍ରୁଘ୍ନ ଜେନା

ପରଜଙ୍ଗ- ବିଭୁତି ପ୍ରଧାନ

ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳନ୍ଦି ସାମଲ

ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର

ପିପିଲି- ଅଶ୍ରିତ ପଟ୍ଟନାୟକ

ପଦ୍ମପୁର- ପ୍ରଦୀପ ପୁରୋହିତ

ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ

ଅତାବିରା- ମିଲନ ସେଠ୍‌

ବ୍ରଜରାଜନଗର- ରାଧାରାଣୀ ପଣ୍ଡା