୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଛି ଟିକେଟ

କଂଗ୍ରେସ ପକ୍ଷରୁ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ସେମାନେ ହେଲେ… ତେଲକୋଇ- ମୋହନ ହେମ୍ବ୍ରମ୍ ପାଟନା- ଗୋପେଶ୍ୱର ନାଏକ ଯଶୀପୁର- ମହେନ୍ଦ୍ର ନାଏକ ଉଦଳା- ବେଣୁଧର ମହାପାତ୍ର ବାରିପଦା- ଦଶରଥ ସିଂ ଭୋଗରାଇ- ସତ୍ୟଶିବ ଦାସ ବସ୍ତା- ବିଜନ ନାୟକ ରେମୁଣା- ପ୍ରତାପ ସେଠୀ ବାସୁଦେବପୁର- ଅଶୋକ କୁମାର ଦାସ ଧାମନଗର- ବିଦ୍ୟାଧର ଜେନା ବିଞ୍ଝାରପୁର- ମନୋରଞ୍ଜନ ଦାସ ବରୀ- ଉମେଶ ଜେନା ସୁକିନ୍ଦା- ଶରତ ରାଉତ ପରଜଙ୍ଗ- ଯଶସ୍ୱିନୀ ରାଉତ
 

କଂଗ୍ରେସ ପକ୍ଷରୁ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ସେମାନେ ହେଲେ…

ତେଲକୋଇ- ମୋହନ ହେମ୍ବ୍ରମ୍‌

ପାଟନା- ଗୋପେଶ୍ୱର ନାଏକ

ଯଶୀପୁର- ମହେନ୍ଦ୍ର ନାଏକ

ଉଦଳା- ବେଣୁଧର ମହାପାତ୍ର

ବାରିପଦା- ଦଶରଥ ସିଂ

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ପ୍ରତାପ ସେଠୀ

ବାସୁଦେବପୁର- ଅଶୋକ କୁମାର ଦାସ

ଧାମନଗର- ବିଦ୍ୟାଧର ଜେନା

ବିଞ୍ଝାରପୁର- ମନୋରଞ୍ଜନ ଦାସ

ବରୀ- ଉମେଶ ଜେନା

ସୁକିନ୍ଦା- ଶରତ ରାଉତ

ପରଜଙ୍ଗ- ଯଶସ୍ୱିନୀ ରାଉତ

ନିଆଳି- ମମତା ଭୋଇ

ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

ପାଟକୁରା- ଜୟନ୍ତ ମହାନ୍ତି

ତିର୍ତ୍ତୋଲ- ବିଭୁ ପ୍ରସାଦ ତରାଇ

ପୁରୀ- ଅରୋ ପ୍ରସାଦ ମିଶ୍ର

ନୟାଗଡ- ମନୋଜ କୁମାର ସାହୁ