ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପିପିଲିରୁ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସେମାନେ ହେଲେ : ପିପିଲି- ପ୍ରଦୀପ ମହାରଥୀ ଆନନ୍ଦପୁର- ଭାଗିରଥୀ ସେଠୀ ନିମାପଡ଼ା- ସମୀର ଦାଶ ନିଆଳି- ପ୍ରମୋଦ ମଲ୍ଲିକ ନୀଳଗିରି- ସନ୍ତୋଷ ଖଟୁଆ ଧାମନଗର- ରାଜେନ୍ଦ୍ର କୁମାର ଦାସ ବାଲିକୁଦା-ଏରସମା- ରଘୁନନ୍ଦନ ଦାସ ଜଗତସିଂପୁର- ପ୍ରଶାନ୍ତ
 

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସେମାନେ ହେଲେ :

ପିପିଲି- ପ୍ରଦୀପ ମହାରଥୀ

ଆନନ୍ଦପୁର- ଭାଗିରଥୀ ସେଠୀ

ନିମାପଡ଼ା- ସମୀର ଦାଶ

ନିଆଳି- ପ୍ରମୋଦ ମଲ୍ଲିକ

ନୀଳଗିରି- ସନ୍ତୋଷ ଖଟୁଆ

ଧାମନଗର- ରାଜେନ୍ଦ୍ର କୁମାର ଦାସ

ବାଲିକୁଦା-ଏରସମା- ରଘୁନନ୍ଦନ ଦାସ

ଜଗତସିଂପୁର- ପ୍ରଶାନ୍ତ ମୁଦୁଲି