୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଆଜି ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେମାନେ ହେଉଛନ୍ତୁ : ଲୋକସଭା: ସମ୍ବଲପୁର- ଶରତ ପଟ୍ଟନାୟକ ବିଧାନସଭା: ସମ୍ବଲପୁର- ଡ଼. ଅଶ୍ୱନୀ ପୂଜାରୀ ଘଷିପୁରା- ନିରଞ୍ଜନ ପଟ୍ଟନାୟକ କଟକ (ଚୌଦ୍ୱାର)- ଜଗଦୀଶ ମହାନ୍ତି କଟକ (ସଦର)- ଅଭିଷେକ ମହାନନ୍ଦ ଭୁବନେଶ୍ୱର (ଜୟଦେବ)- ସୁକାନ୍ତ ଟାଇଡି ଭୋଇ ଭୁବନେଶ୍ୱର (ମଧ୍ୟ)- ରାଜୀବ ପଟ୍ଟନାୟକ ଭୁବନେଶ୍ୱର (ଉତ୍ତର)- ଇତିଶ ପ୍ରଧାନ ବେଗୁନିଆ- ପ୍ରଦୀପ ସାହୁ ଚିଲିକା- ପ୍ରଦୀପ ସ୍ୱାଇଁ
 

ଭୁବନେଶ୍ୱର: କଂଗ୍ରେସ ଆଜି ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେମାନେ ହେଉଛନ୍ତୁ :

ଲୋକସଭା:

ସମ୍ବଲପୁର- ଶରତ ପଟ୍ଟନାୟକ

ବିଧାନସଭା:

ସମ୍ବଲପୁର- ଡ଼. ଅଶ୍ୱନୀ ପୂଜାରୀ
ଘଷିପୁରା- ନିରଞ୍ଜନ ପଟ୍ଟନାୟକ
କଟକ (ଚୌଦ୍ୱାର)- ଜଗଦୀଶ ମହାନ୍ତି
କଟକ (ସଦର)- ଅଭିଷେକ ମହାନନ୍ଦ
ଭୁବନେଶ୍ୱର (ଜୟଦେବ)- ସୁକାନ୍ତ ଟାଇଡି ଭୋଇ
ଭୁବନେଶ୍ୱର (ମଧ୍ୟ)- ରାଜୀବ ପଟ୍ଟନାୟକ
ଭୁବନେଶ୍ୱର (ଉତ୍ତର)- ଇତିଶ ପ୍ରଧାନ
ବେଗୁନିଆ- ପ୍ରଦୀପ ସାହୁ
ଚିଲିକା- ପ୍ରଦୀପ ସ୍ୱାଇଁ