ପ୍ରମାଣ ଆଧାରରେ ମହାରଥୀ ଗିରଫ, ଗିରଫ ପୂର୍ବରୁ ଏମିତି ରଖିଥିଲେ ମତ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର/ପୁରୀ: ପିପିଲିରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ମାଡ଼ ମାରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସମର୍ଥକ । ଆଉ ଏହି ଘଟଣା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ପ୍ରକାଶିତ ହେବା ପରେ ସେ ଦୁଃଖ ପ୍ରକାଶ କରିଥିଲେ । କ୍ଷମା ନୁହେଁ କିନ୍ତୁ ଆକ୍ରମଣ ନେଇ ମୁହଁ ଖୋଲି ନଥିଲେ । ଏହି ଘଟଣାରେ ବିଜେଡି କିମ୍ବା ତାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ନାହିଁ ବୋଲି କହିଥିଲେ ।
 

ଭୁବନେଶ୍ୱର/ପୁରୀ: ପିପିଲିରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ମାଡ଼ ମାରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସମର୍ଥକ । ଆଉ ଏହି ଘଟଣା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ପ୍ରକାଶିତ ହେବା ପରେ ସେ ଦୁଃଖ ପ୍ରକାଶ କରିଥିଲେ ।

କ୍ଷମା ନୁହେଁ କିନ୍ତୁ ଆକ୍ରମଣ ନେଇ ମୁହଁ ଖୋଲି ନଥିଲେ । ଏହି ଘଟଣାରେ ବିଜେଡି କିମ୍ବା ତାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ନାହିଁ ବୋଲି କହିଥିଲେ । ଆଜି କିନ୍ତୁ ପ୍ରମାଣ ଆଧାରରେ ପିପିଲି ପୋଲିସ ତାଙ୍କୁ ଗିରଫ କରିଛି ।

Posted by Pradeep Maharathy on Monday, April 22, 2019

ଦେଖନ୍ତୁ ଗିରଫ ହେବା ପୂର୍ବରୁ ଆଜି ଫେସବୁକ୍ ରେ କଣ ସଫେଇ ଦେଇଥିଲେ ବିଜେଡିର ବାହୁବଳୀ ନେତା ପ୍ରଦୀପ ମହାରଥୀ ।