ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ୩ ଜଣଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ସୂଚନା ମିଳିଛି । ସେମାନେ ହେଲେ ଡ଼. ଆମର ପଟ୍ଟନାୟକ, ଡ଼. ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ । ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାତ୍ର ବିଜେଡି ମିଡିଆ ସେଲର ଦାୟିତ୍ୱ ରେ ଥିବା ବେଳେ ଶ୍ରୀ ବୈଷ୍ଣବ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ।
 

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ୩ ଜଣଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ସୂଚନା ମିଳିଛି । ସେମାନେ ହେଲେ ଡ଼. ଆମର ପଟ୍ଟନାୟକ, ଡ଼. ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ।

ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାତ୍ର ବିଜେଡି ମିଡିଆ ସେଲର ଦାୟିତ୍ୱ ରେ ଥିବା ବେଳେ ଶ୍ରୀ ବୈଷ୍ଣବ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ।