ମନ୍ତ୍ରୀ ମଣ୍ଡଳରେ ଯୋଗେ ଦେବେ ଏହି ବିଧାୟକ ଗଣ, ନବୀନ ନିବସରୁ ଗଲା ଫୋନ କଲ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଆଜି କିଛି ବିଧାୟକ ଗଣଙ୍କୁ ନବୀନ ନିବସରୁ ଫୋନ କଲ ଯାଇଛି । ଏପର୍ଯ୍ୟନ୍ତ କାହାକୁ କେଉଁ ପଦ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହି ସବୁ ବିଧାୟକ ଙ୍କୁ ଫୋନ କଲ ଯାଇଥିବା ଜଣାପଡିଛି । ସେମାନେ ହେଲେ: ମାହାଙ୍ଗା- ପ୍ରତାପ ଜେନା, ଏକାମ୍ର- ଅଶୋକ ପଣ୍ଡା, ଭଟଲି- ସୁଶାନ୍ତ ସିଂହ,
 

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଆଜି କିଛି ବିଧାୟକ ଗଣଙ୍କୁ ନବୀନ ନିବସରୁ ଫୋନ କଲ ଯାଇଛି । ଏପର୍ଯ୍ୟନ୍ତ କାହାକୁ କେଉଁ ପଦ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହି ସବୁ ବିଧାୟକ ଙ୍କୁ ଫୋନ କଲ ଯାଇଥିବା ଜଣାପଡିଛି । ସେମାନେ ହେଲେ:

ମାହାଙ୍ଗା- ପ୍ରତାପ ଜେନା, ଏକାମ୍ର- ଅଶୋକ ପଣ୍ଡା, ଭଟଲି- ସୁଶାନ୍ତ ସିଂହ, ଟିଟିଲାଗଡ଼- ଟୁକୁନି ସାହୁ, ଝାରସୁଗୁଡା- ନବ କିଶୋର ଦାସ, ନିମାପଡା- ସମୀର ଦାଶ, ଫୁଲବାଣୀ- ପଦ୍ମନାଭ ବେହେରା, ଜୁନାଗଡ଼- କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭଞ୍ଜନଗର- ବିକ୍ରମ ଆରୁଖ । ସୋନପୁର- ନିରଞ୍ଜନ ପୂଜାରୀ, ବିସମ କଟକ- ଜଗନାଥ ସାରକା, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ, ଦିଗପହଣ୍ଡି- ସୂର୍ଯ୍ୟ ପାତ୍ର ।