ବିଜେପୁରର ଏକ ସ୍କୁଲରେ ହଠାତ ପହଞ୍ଚି ଗଲେ ମନ୍ତ୍ରୀ ସୁଶାନ୍ତ, ପିଲାଙ୍କୁ ଡାକି ପଚାରିଲେ ଏଭଳି କଥା…

ସ୍କୁଲରେ ପାଠ ପଢ଼ାଇଲେ ମନ୍ତ୍ରୀ । ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ଗୁଡିକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପରିଦର୍ଶନ କରିଥିଲେ । ଠିକ ଏହି ସମୟରେ ପାଠପଢା ସମ୍ପର୍କରେ ତଦାରଖ କରିଥିଲେ ମନ୍ତ୍ରୀ ସୁଶାନ୍ତ । ପାଠ ପଢା କିଭଳି ଚାଲିଛି ସେ ନେଇ ପିଲାଙ୍କ ଠାରୁ ବୁଝିବା ପରେ ନିଜ ଅନୁଭୂତି ମଧ୍ୟ ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ନିଜ ଗହଣ ଲରେ ପାଇ ବହୁତ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ
 

ସ୍କୁଲରେ ପାଠ ପଢ଼ାଇଲେ ମନ୍ତ୍ରୀ । ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ଗୁଡିକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପରିଦର୍ଶନ କରିଥିଲେ । ଠିକ ଏହି ସମୟରେ ପାଠପଢା ସମ୍ପର୍କରେ ତଦାରଖ କରିଥିଲେ ମନ୍ତ୍ରୀ ସୁଶାନ୍ତ ।

ପାଠ ପଢା କିଭଳି ଚାଲିଛି ସେ ନେଇ ପିଲାଙ୍କ ଠାରୁ ବୁଝିବା ପରେ ନିଜ ଅନୁଭୂତି ମଧ୍ୟ ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ନିଜ ଗହଣ ଲରେ ପାଇ ବହୁତ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଗତକାଲି ଜଣେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇ ମହାନତା ଦେଖାଇଥିଲେ ସୁଶାନ୍ତ ।