ଭୁବନେଶ୍ୱରର ଏକ ଲଜରୁ ଅସଂଯତ ଅବସ୍ଥାରେ ପ୍ରେମିକ ସହ ସ୍ତ୍ରୀକୁ ଧରିଲା ସ୍ୱାମୀ

Wife caught with boyfriend from lodge in Bhubaneswar!
 
ଭୁବନେଶ୍ୱରର ଏକ ଲଜରୁ ଅସଂଯତ ଅବସ୍ଥାରେ ପ୍ରେମିକ ସହ ସ୍ତ୍ରୀକୁ ଧରିଲା ସ୍ୱାମୀ

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ । 

ଏହାପରେ ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀର ଅନୁସନ୍ଧାନ କରିଥିଲେ । ଅଶୋକ ନଗରର ଏକ ଲଜରେ ସ୍ତ୍ରୀ ରହୁଥିବା ଖବର ପାଇ ସ୍ୱାମୀ ହଠାତ ସେଠାରେ ପହଞ୍ଚିଥିଲେ । ରୁମର କବାଟ ବାଡେଇ ଡାକିବା ପୂର୍ବରୁ ସ୍ୱାମୀ ବଳରାମ ଜେନା କ୍ୟାମେରାରେ ସେହି ସମୟର ସବୁ କିଛି କଏଦ କରିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ। ମହିଳା ଜଣକଙ୍କର ପାଞ୍ଚ ବର୍ଷର ଗୋଟିଏ ଶିଶୁ ଥିବା ଜଣା ପଡିଛି ।