କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତ୍ୱର, ଭୁବନେଶ୍ଵର ଏମ୍ସକୁ ହେଲେ ସ୍ଥାନାନ୍ତର...

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ବର): କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇପଡିଛନ୍ତି । ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ ।

କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ସ୍ବାସ୍ଥ୍ୟଅବସ୍ଥା ଆହୁରି ବିଗିଡିବାରୁ ହ୍ୟୁମାନ୍ ସାଗରଙ୍କୁ ଏମ୍ସରେ ସ୍ଥାନାନ୍ତର କରାଯାଇଛି ।