ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 
 

Odisha Effects Reshuffle In IPS Cadre
 
ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଜ୍ଞପ୍ତି ଅନୁଯାୟା, ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଅମୃତ ମୋହନ ପ୍ରସାଦ ଜେଲ ବିଭାଗ ଡିଜି ଦାୟିତ୍ବ ତୁଲାଇବେ।

ଅଧିକ ପଢ଼ନ୍ତୁ : ବାଘ ଆତଙ୍କ, କାଲି ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଲା, ଆଜି ଗୁହାଳରେ ପଶି ଗାଈକୁ ଝୁଣି ଖାଇଲା

ସେହିପରି ଲଳିତ ଦାସଙ୍କୁ ଏଚ୍‌ଆର୍‌ପିସି ଏଡିଜି ଦାୟିତ୍ବ ଦିଆଯାଇଛି।  ସ୍ବତନ୍ତ୍ର ଗୋଇନ୍ଦା ବିଭାଗ (SIW)ର ଡିଆଇଜି ହୋଇଛନ୍ତି ଉମାଶଙ୍କର ଦାସ। ବ୍ରିଜେଶ କୁମାର ରାୟଙ୍କୁ ଟ୍ବିନ ସିଟିର ଅତିରିକ୍ତ ପୁଲିସ କମିଶନର ଦାୟିତ୍ବ ଦିଆଯାଇଛି।

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?