ଜାନୁଆରୀରେ ୧୦ ଲକ୍ଷଙ୍କୁ ପକ୍କା ଘର, ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ

 

ଓଡ଼ିଆ ଗସିପ ବ୍ୟୁରୋ: ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ । ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକ୍କା ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ପିଏମ୍ ଆବାସ ପାଇଁ ଆବେଦନ କରିଛନ୍ତି ୩୭ ଲକ୍ଷ ହିତାଧିକାରୀ । ସେମାନଙ୍କ ଭିତରୁ ଏବେ ସୁଦ୍ଧା ୩୪ ଲକ୍ଷ ହିତାଧିକାରୀ ସର୍ଟଲିଷ୍ଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।