ତିନି ଦିନ ଯାଏଁ ସାରା ରାଜ୍ୟରେ ପାଗ ରହିବ ମେଘୁଆ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…

ଭୁବନେଶ୍ୱର: ରାଜ୍ୟରେ ଖରାତାତି ଅସମ୍ଭାଳ ସ୍ଥିତିରେ ଥିବା ବେଳେ ଆଜି ସାରା ରାଜ୍ୟରେ ପାଗ କୋହଲା ହୋଇଥିବାର ଦେଖିବାକୁ ମିଳୁଛି | ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ମାଲକାନାଗିରି,
 

ଭୁବନେଶ୍ୱର: ରାଜ୍ୟରେ ଖରାତାତି ଅସମ୍ଭାଳ ସ୍ଥିତିରେ ଥିବା ବେଳେ ଆଜି ସାରା ରାଜ୍ୟରେ ପାଗ କୋହଲା ହୋଇଥିବାର ଦେଖିବାକୁ ମିଳୁଛି | ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା, ବୌଦ୍ଧ, ବରଗଡ, ସୋନପୁର । ତେବେ ଆଉ ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଆଜି ବିଭିନ୍ନ ଅଂଚଳରେ ପାଗ ମେଘୁଆ ରହିଛି ।