ଜଙ୍ଗଲରେ ବୁଲୁଥିଲେ ଯୁବକ; ସାମ୍ନାକୁ ଆସିଲା ସିଂହ, ପ୍ରାଣ ବିକଳର ଦୌଡ଼ିଲେ ଯୁବକ: ତା ପରେ ହେଲା ଏମିତି କିଛି ଚମତ୍କାର

 

ଓଡ଼ିଆ ଗସିପ୍ ବ୍ୟୁରୋ: ଥରେ ଭାବିନିଅନ୍ତୁ ଆପଣ ଜଙ୍ଗଲରେ ବୁଲା ବୁଲି କରିବାକୁ ଯାଇଛନ୍ତି । କଣ ହେବ ହଠାତ ଯଦି ଜଙ୍ଗଲର ରାଜା ସହ ଆପଣଙ୍କ ଭେଟଘାଟ ହୋଇଯିବ । ଆଉ କଣ ହେବ ଯଦି ସିଂହ  ଆପଣଙ୍କ ଠାରୁ ମାତ୍ର କେଇ ମିଟର ଦୂରରେ ଥିବ । ନିହାତି ଭାବେ ଆଜି ହିଁ ଶେଷ ଦିନ ବୋଲି ଆପଣଙ୍କୁ ମନେ ହେବ ।

ଭୟର ଥରି ଉଠିହେ, ଲାଗିବ ବାଘ ରୂପରେ ଆପଣଙ୍କ ସାମ୍ନାକୁ ଆସିଛି ଯମଦୂତ । କିନ୍ତୁ ଏମିତି ପରିସ୍ଥିତିରେ ପଡ଼ି ମଧ୍ୟ ଜଣେ ଯୁବତୀ ସୁରକ୍ଷିତ ଜଙ୍ଗଲରୁ ଫେରିପାରିଛନ୍ତି ଏବଂ ସେହି ବାଘର ଫଟୋ ମଧ୍ୟ ଉଠାଇବାରେ ସଫଳ ହୋଇଛନ୍ତି । ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ ।...

ପ୍ରଥମେ ଏହି ଭାଇରାଲ ଭିଡିଓ ଦେଖନ୍ତୁ...

ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖି ପାରୁଛନ୍ତି ଯେ, କିଭଳି ଜଣେ ବ୍ୟକ୍ତି ଜଙ୍ଗଲିଆ ରାସ୍ତାରେ ଦୌଡୁଛନ୍ତି ଏବଂ ତାଙ୍କ ପଛକୁ ଏକ ବିଗ୍ କ୍ୟାଟ  ବା ମାଉଣ୍ଟେନ୍ ଲାୟନ ।

ପାଖା ପାଖି 5 ମିନିଟ ଯାଏ ଏହି ମାଉଣ୍ଟେନ୍ ଲାୟନ ସଂପୃକ୍ତ ଯୁବକଙ୍କ ପଛରେ ଗୋଡ଼ାଇ ଥିଲା । ତେବେ ନୂଆ ଜୀବନ ଫେରିପାଇବା ପରେ ବେଶ୍ ଖୁସି ଅଛନ୍ତି ଆମେରିକା ଉତାହ ରାଜ୍ୟର ସଲ୍ଚ ଲେକ୍ ସିଟି ଅଧିବାସୀ ଜରେଡ୍ ସ୍ମିଥ୍ ।