ଓଡ଼େଶାରେ ଫାଇଟର ଜେଟ୍

 

ଓଡ଼ିଆ ଗସିପ ବ୍ୟୁରୋ; ଓଡ଼େଶାରେ ଫାଇଟର ଜେଟ୍। ୟୁକ୍ରେନର ଓଡ଼େଶାରେ ଦୁଇଟି ଫାଇଟର ଜେଟ୍ ଦେଖିବାକୁ ମିଳିଛି।

ଲୋକେ ସହରଛାଡ଼ି ଯିବାର ଦେଖିବାକୁ ମିଳିଛି। ଆଫଗାନିସ୍ଥାନରେ ଯେମିତି ପରିସ୍ଥିତି ଦେଖାଯାଇଥିଲା ଏବେ ସେହିପରି ଦେଖାଯାଇଥିଲା।

ସେପଟେ ୫ ଋଷିଅ ବିମାନ ଖସାଇବା ନେଇ ଦାବି କରିଛି ୟୁକ୍ରେନ ସେନା। ଏହା ସହ ଋଷର ଏକ ହେଲିକପ୍ଟରକୁ ଧ୍ଵଂସ କରିଛି।

ସେପଟେ ୟୁକ୍ରେନର ଏୟାରବେସ ଧ୍ଵଂସ କରିଦେଇଛି ଋଷିଆ। ସାମରିକ ଘାଟି ଏବଂ ଏୟାରବେସକୁ ଟାର୍ଗେଟ କରିଛି ଋଷ।