ବାବାଙ୍କ ‘ହାତୀ’ ଯୋଗ: ନାମ ନେଲେ ରାମଦେବ
ଓଡ଼ିଆ ଗସିପ୍ ବ୍ୟୁରୋ: ବଡ ବିପଦରୁ ବର୍ତ୍ତିଗଲେ ବାବା ଯୋଗଗୁରୁ ବାବା ରାମଦେବ । ହାତୀ ଉପରେ ଯୋଗ କରୁକରୁ ଅସାବଧାନତା ବଶତ ତଳକୁ ଖସି ପଡିଥିଲେ । ଏଥିରେ ତାଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏନେଇ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଗତ ସୋମବାରର ବୋଲି ସୂଚନା ମିଳିଛି । ବାବା ରାମଦେବ ଯେତେବେଳେ ମଥୁରାର ରାମନାରତୀ ଆଶ୍ରମରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ
Oct 14, 2020, 23:29 IST
ଓଡ଼ିଆ ଗସିପ୍ ବ୍ୟୁରୋ: ବଡ ବିପଦରୁ ବର୍ତ୍ତିଗଲେ ବାବା ଯୋଗଗୁରୁ ବାବା ରାମଦେବ । ହାତୀ ଉପରେ ଯୋଗ କରୁକରୁ ଅସାବଧାନତା ବଶତ ତଳକୁ ଖସି ପଡିଥିଲେ ।
ଏଥିରେ ତାଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏନେଇ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଭିଡିଓ ଗତ ସୋମବାରର ବୋଲି ସୂଚନା ମିଳିଛି ।
ବାବା ରାମଦେବ ଯେତେବେଳେ ମଥୁରାର ରାମନାରତୀ ଆଶ୍ରମରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ ।
ସେହି ସମୟରେ ଏଭଳି ଅଘଟଣ ହୋଇଥିଲା ।