ଆଜି ନୋ ବ୍ରା’ ଡେ: ଏମିତି ପାଳନ କଲେ ଯୁବତୀ, ମହିଳା
ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ପାଳନ କରାଯାଉଛି ନୋ-ବ୍ରା ଡେ । 2011 ମସିହାରୁ ସାରା ବିଶ୍ୱରେ ଆଜିର ଏହି ଦିନକୁ ନୋ-ବ୍ରା ଡେ ଭାବେ ପାଳନ କରାଯାଉଛି । ଏନେଇ ସୋସିଆଲ ମିଡିଆରେ ମହିଳାଙ୍କ ମଧ୍ୟରେ ଢେର ସାରା ଉତ୍ସାହ ଦେଖାଦେଇଥିବା ବେଳେ ଏହାକୁ ନେଇ ଅନେକ ସାମାଜିକ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ ବାର୍ତ୍ତା ଦେଉଛନ୍ତି ।
Oct 13, 2020, 13:24 IST
ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ପାଳନ କରାଯାଉଛି ନୋ-ବ୍ରା ଡେ ।
2011 ମସିହାରୁ ସାରା ବିଶ୍ୱରେ ଆଜିର ଏହି ଦିନକୁ ନୋ-ବ୍ରା ଡେ ଭାବେ ପାଳନ କରାଯାଉଛି ।
ଏନେଇ ସୋସିଆଲ ମିଡିଆରେ ମହିଳାଙ୍କ ମଧ୍ୟରେ ଢେର ସାରା ଉତ୍ସାହ ଦେଖାଦେଇଥିବା ବେଳେ ଏହାକୁ ନେଇ ଅନେକ ସାମାଜିକ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ ବାର୍ତ୍ତା ଦେଉଛନ୍ତି ।