ରିୟା ରିଟର୍ଣ୍ଣ: ଏବେ ଏମିତି କଟିବ ରାତି
ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘ ଏକ ମାସର ଜେଲ୍ ରହଣୀ ପରେ ଘରକୁ ଫେରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବମ୍ବେ ହାଇକୋର୍ଟରୁ ଆଜି ରିୟାଙ୍କୁ ଜାମିନ ମିଳିଥିଲା । କୋର୍ଟ କାଗଜପତ୍ର ଜେଲ୍ ରେ ଦାଖଲ କରିବା ପରେ ରିୟା ଆଜି ଜେଲ୍ ରୁ ଘରକୁ ଫେରିଛନ୍ତି । ଏଣିକି ଘରେ ସେ ଶାନ୍ତିରେ ଶୋଇପାରିବେ ସତ କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ଓ ରିୟାଙ୍କୁ ନେଇ ଉଠିଥିବା ବିବାଦ ରିୟାଙ୍କ ଜିନା ହାରାମ କରିଦେବ ନିଶ୍ଚୟ
Oct 7, 2020, 17:46 IST
ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘ ଏକ ମାସର ଜେଲ୍ ରହଣୀ ପରେ ଘରକୁ ଫେରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।
ବମ୍ବେ ହାଇକୋର୍ଟରୁ ଆଜି ରିୟାଙ୍କୁ ଜାମିନ ମିଳିଥିଲା । କୋର୍ଟ କାଗଜପତ୍ର ଜେଲ୍ ରେ ଦାଖଲ କରିବା ପରେ ରିୟା ଆଜି ଜେଲ୍ ରୁ ଘରକୁ ଫେରିଛନ୍ତି ।
ଏଣିକି ଘରେ ସେ ଶାନ୍ତିରେ ଶୋଇପାରିବେ ସତ କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ଓ ରିୟାଙ୍କୁ ନେଇ ଉଠିଥିବା ବିବାଦ ରିୟାଙ୍କ ଜିନା ହାରାମ କରିଦେବ ନିଶ୍ଚୟ ।