"ମୁଁ ଏକାସାଙ୍ଗେ ୧୦ଜଣ ଟୋକାଙ୍କୁ ସମ୍ଭାଳି ପାରିବି, ମୁଁ ଓଡ଼ିଶାର ସନି ଲିଓନ, ଯିଏ ଯାହା ପାରୁଛ କର" ଦେଖନ୍ତୁ କଣ କହୁଛନ୍ତି ନିଶା, ଦେଖନ୍ତୁ Exclusive ଭିଡିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ଆଜିକାଲି ଲୋକଲୋଚନକୁ ଆସିବା ପାଇଁ ଅନେକ ବ୍ୟକ୍ତିବିଶେଷ କିଛି ନା କିଛି ନିଜକୁ ଭାବୁଥିବା ସେଲିବ୍ରେଟି ସୋସିଆଲ ମିଡ଼ିଆରେ କହିଥାନ୍ତି କିମ୍ବା କରିଥାନ୍ତି । କାରଣ ସଭିଙ୍କୁ ଭାଇରାଲ୍ ହେବାର ନିଶା ଘାରିଛି ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ହଟ ଆଲବମ କୁଇନ ଓ ନିଜକୁ ସନି ଲିଅନଙ୍କ ପାର୍ଟ-2 କହୁଥିବା ନିଶା ମହାରଣାଙ୍କର । ସେ ନିଜ ବିଷୟରେ କିଛି କହିଛନ୍ତି ଯାହାକି ସୋସିଆଲ ମିଡ଼ିଆରର ଭାଇରାଲ୍ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ : ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ : ଓଡ଼ିଶା ଉପକୂଳରେ ବୃଦ୍ଧି ପାଉଛି ସମୁଦ୍ର ଜଳସ୍ତର, ଏହି ୪ଟି ଉପକୂଳ ଓଡିଶା ପାଇଁ ବଡ଼ ବିପଦ...

ସେ କହିଛନ୍ତି ଯେ, ଦର୍ଶକମାନେ ତାଙ୍କୁ ପସନ୍ଦ କରୁଛନ୍ତି ତାଙ୍କ ପ୍ରତି ଭଲ ପାଇବା ଦେଖାଉଛନ୍ତି ଆଉ ଯେଉଁଥିପାଇଁ ସେ ଏହିଭଳି ସଉକ ରଖୁଛନ୍ତି । ନିଶା ମହାରଣା କହିଛନ୍ତି କି ସେ ଅସ୍ତରଙ୍ଗକୁ ବହୁତ ଭଲ ପାଆନ୍ତି । ଆଉ ସେଠାକାର ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ଆଉ ଭଲ ପାଇବା ଦେଇଥାନ୍ତି ଆଉ ଯେଉଁଥିପାଇଁ ସେ ସେଠାକୁ ଯାଇଥିଲେ ।

ଆଉ ମଞ୍ଚ ଉପରେ ତାଙ୍କର ହଟ ଆଇଟମ ଡାନ୍ସକୁ ମଧ୍ୟ ଦେଖାଇଥିଲେ । ଦର୍ଶକ ମାନଙ୍କର ମନୋରଞ୍ଜନ କରିବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି ନିଶା କହିଛନ୍ତି । ତାହା ଛଡା ସେ କହିଛନ୍ତି କି ଦର୍ଶକମାନେ ହେଉଛନ୍ତି ତାଙ୍କର ଭଗବାନ ଆଉ ସେମାନେ ଯେତେବେଳେ ପସନ୍ଦ କରୁଛନ୍ତି ତାଙ୍କୁ ତେଣୁ ଆଉ କିଏ କଣ କହିଲା ସେଥିରେ ତାଙ୍କର କୌଣସି ଫରକ ପଡୁନି ।

ଆହୁରି ପଢ଼ନ୍ତୁ : ଟୋକା ମାନେ କାହିଁକି ବିପି ଦେଖନ୍ତି, ନିଶାଡୀଙ୍କ ନିଶା ଛଡ଼ାଇ ଦେବେ ନିଶା, ଦେଖନ୍ତୁ ଏହି ଭିଡିଓ...

ଓଡିଶାର ସନୀ ଲିଅନ ହେବାକୁ ମନସ୍ଥ କରିଥିବା ନିଶା କହିଛନ୍ତି ଯେ, ଯେତେବେଳେ ବି ଷ୍ଟେଜ ଉପରକୁ ଯାଇଥାନ୍ତି ସନିଲିଅନି ଙ୍କର ଗୀତ ରେ ଡାନ୍ସ କରିଥାନ୍ତି । ଆଉ ଯେତେବେଳେ ସେ କଷ୍ଟ କରୁଛନ୍ତି ଆଉ ଲୋକ ମାନଙ୍କର ମନ ମଧ୍ୟ ଖୁସି ହେଉଛି ସେଥିରେ କୌଣସି ଅସୁବିଧା ନାହିଁ । ତାହା ବ୍ୟତୀତ ଖଣ୍ଡଗିରି ରେ ଯେଉଁ ହଟ ଡାନ୍ସ ହୋଇଥିଲା ଆଉ ଯାହାକୁ ନେଇକି ବିବାଦ ହୋଇଛି । ସେହି ବିଷୟରେ ସେ କିଛି କହିବେ ନାହିଁ ।

ତାଙ୍କ ପ୍ରାଇଭେଟ ପାର୍ଟରେ ଥିବା ଟାଟୁକୁ ନେଇ ସେ କହିଛନ୍ତି, ଏହା ମୁଁ ମୋ ବେକରେ କରିନାହିଁ ବରଂ ମୋ ଡ୍ୟାସ ରେ କରିଛି ଯାହା ସମସ୍ତଙ୍କୁ ପାଗଳ କରୁଛି । ହେଲେ ତାଙ୍କ ପାଖରେ ଏତେ ସହିବାର ଶକ୍ତି ଅଛି କି ଏକାସାଙ୍ଗେ ୧୦ଜଣ ଟୋକାଙ୍କୁ ସମ୍ଭାଳି ପାରିବି, ମୁଁ ଓଡ଼ିଶାର ସନି ଲିଓନ, ଯିଏ ଯାହା ପାରୁଛ କର । ତେବେ ତାଙ୍କର ଏ ହଟ ଅନ୍ଦାଜ ଆଗକୁ କେତେ ଜଣଙ୍କୁ ଯେ ପାଗଳ କରୁଛି ତାହା ଦେଖିବାକୁ ବାକି ରହିଲା ।

ଦେଖନ୍ତୁ Exclusive ଭିଡିଓ...

<a href=https://youtube.com/embed/zpfzAwoitxk?autoplay=1&mute=1><img src=https://img.youtube.com/vi/zpfzAwoitxk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">