ବିନା ବିବାହରେ ମା’ ହୋଇ ଚର୍ଚ୍ଚାରେ ଅଭିନେତ୍ରୀ; ଶିଶୁପୁତ୍ରକୁ ଦେଲେ ଜନ୍ମ, ସେୟାର କଲେ ନାଁ ଓ ଫଟୋ

Ileana D’Cruz welcomes baby boy
 
ବିନା ବିବାହରେ ମା’ ହୋଇ ଚର୍ଚ୍ଚାରେ ଅଭିନେତ୍ରୀ; ଶିଶୁପୁତ୍ରକୁ ଦେଲେ ଜନ୍ମ

ଓଡ଼ିଆ ଗସିପ୍ ବ୍ୟୁରୋ: ବିନା ବିବାହରେ ମା’ ହୋଇ ଅନେକ ଚର୍ଚ୍ଚା ସାଉଁଟିଥିଲେ ଏହି ସେଲିବ୍ରିଟି ଏବେ ହେଲେ ମା’ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଇଲିଆନା ଡିକ୍ରୁଜ । ଆଉ ଜନ୍ମ ହେବା ପରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ପୁଅର ନାଁ ମଧ୍ୟ କ’ଣ ରଖିଛନ୍ତି, ତାହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏବେ ପୁଅଜୁ ଜନ୍ମ ଦେବା ପରେ ପ୍ରଥମ ଫଟୋ ଓ ନାଁ ସେୟର କରି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି । ଇଲିଆନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ପିଲାର ନାମ କୋଆ ଫିନିକ୍ସ ଡୋଲନ ରଖିଛନ୍ତି । ଇଲିଆନାଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆରେ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ପ୍ରମୁଖ ସେଲିବ୍ରିଟି ମଧ୍ୟ କମେଣ୍ଟ କରିଛନ୍ତି ।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଚଳିତବର୍ଷ ଏପ୍ରିଲରେ ଗର୍ଭବତୀ ଥିବା ଘୋଷଣା କରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ଫ୍ଲଣ୍ଟ କରିଥିବା ବେଳେ ଫଟୋ ସେୟାର କରିଥିଲେ । ଇଲିଆନା ନିଜ ସ୍ୱାମୀ ଏବଂ ପିଲାକୁ ନେଇ ଏପର୍ଯ୍ୟନ୍ତ ସିକ୍ରେଟ ରଖିଛନ୍ତି ।

ଇଲିଆନା ଗତ ମାସରେ ଏକ ଫଟୋ ସେୟାର କରିଥିଲେ । ଗର୍ଭବତୀ ସହିତ ନିଜ ବଏଫ୍ରେଣ୍ଡ ସହିତ ଡେଟ୍‌ ନାଇଟର ଫଟୋ ସେୟାର କରିଥିଲେ ।