କମାଲ କରୁଛି ରୋମିଓ, ଅାକବର ୱାଲଟର ଫିଲ୍ମରେ ଜନ ଅାବ୍ରାହମଙ୍କ ର’ ଏଜେଣ୍ଟ ଟ୍ରେଲର

ପରମାଣୁ ଏବଂ ସତ୍ୟମେବ ଜୟତେର ଅଦ୍ଭୂତ ସଫଳତା ପରେ ଏବେ ପୁଣି ଥରେ ଏକ ଦମଦାର ମୁଭି ସହ ଅାସୁଛନ୍ତି ଟାଲେଣେ୍ଡଡ ଜନ ଅାବ୍ରାହମ । ରୋମିଓ, ଅାକବର ୱାଲଟର–ର ଖୁବଶୀଘ୍ର ପରଦାକୁ ଅାସିବ । ଏହା ପୂର୍ବକୁ ଏହାର ଟ୍ରେଲର ରିଲିଜ ହୋଇଛି । ସୋସିଅାଲ ମିଡିଅାରେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ର’ ର କାହାଣୀ ସତ ଘଟଣାକୁ ନେଇ ଅାଧାରିତ ହୋଇଛି । ଏଥିରେ ର’ ର ଏଜେଣ୍ଟଙ୍କ ଜୀବନ
 

ପରମାଣୁ ଏବଂ ସତ୍ୟମେବ ଜୟତେର ଅଦ୍ଭୂତ ସଫଳତା ପରେ ଏବେ ପୁଣି ଥରେ ଏକ ଦମଦାର ମୁଭି ସହ ଅାସୁଛନ୍ତି ଟାଲେଣେ୍ଡଡ ଜନ ଅାବ୍ରାହମ । ରୋମିଓ, ଅାକବର ୱାଲଟର–ର ଖୁବଶୀଘ୍ର ପରଦାକୁ ଅାସିବ ।

ଏହା ପୂର୍ବକୁ ଏହାର ଟ୍ରେଲର ରିଲିଜ ହୋଇଛି । ସୋସିଅାଲ ମିଡିଅାରେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ର’ ର କାହାଣୀ ସତ ଘଟଣାକୁ ନେଇ ଅାଧାରିତ ହୋଇଛି । ଏଥିରେ ର’ ର ଏଜେଣ୍ଟଙ୍କ ଜୀବନ ଅନ୍ୟକୁ ବେଶ୍‌ ପ୍ରଭାବିତ କରିବ ବୋଲି କୁହାଯାଉଛି ।