Big Breaking News- ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ

 


ପୁରୀ: ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ

ଜଣେ ଭକ୍ତଙ୍କ ମୃତ୍ୟୁ

 ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ ସାରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ

 ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରି ଅସୁସ୍ଥ ଅନୁଭବ କରିଥିଲେ