ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବ କି ରେଲୱେ ବିଭାଗ: କଣ ଘଟିଥିଲା ସେ ଦିନ, ମାଡ଼ିଥିଲା କି ଟ୍ରେନ୍!

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ଅପମୃତ୍ୟୁ ମାମଲାର ତଦନ୍ତରେ ନିର୍ଣ୍ଣାୟକ ଭୂମିକା ନେବ କି ରେଳ ବିଭାଗ? କଣ ସେ ଦିନ ସତରେ କିଛି ଟ୍ରେନ୍ ଯାଇଥିଲା? ଟ୍ରେନ୍ ଦୁର୍ଘଟଣାରେ କଣ ଯାଇଛି ଆଦିତ୍ୟଙ୍କ ଜୀବନ? ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ନା କେବଳ ଅପପ୍ରଚାର କରାଯାଉଛି ? ଯଦି ସେ ଦିନ ଟ୍ରେନ୍ ସେହି ରୁଟ୍ ରେ ଯାଇନି ତେବେ ସତ କଣ ? ଏବେ ତାକୁ ସମସ୍ତଙ୍କ ଅପେକ୍ଷା ।
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ଅପମୃତ୍ୟୁ ମାମଲାର ତଦନ୍ତରେ ନିର୍ଣ୍ଣାୟକ ଭୂମିକା ନେବ କି ରେଳ ବିଭାଗ? କଣ ସେ ଦିନ ସତରେ କିଛି ଟ୍ରେନ୍ ଯାଇଥିଲା?

ଟ୍ରେନ୍ ଦୁର୍ଘଟଣାରେ କଣ ଯାଇଛି ଆଦିତ୍ୟଙ୍କ ଜୀବନ? ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ନା କେବଳ ଅପପ୍ରଚାର କରାଯାଉଛି ? ଯଦି ସେ ଦିନ ଟ୍ରେନ୍ ସେହି ରୁଟ୍ ରେ ଯାଇନି ତେବେ ସତ କଣ ? ଏବେ ତାକୁ ସମସ୍ତଙ୍କ ଅପେକ୍ଷା ।

ରେଳ ଲାଇନରୁ ଆଦିତ୍ୟଙ୍କ ମୃତ ଦେହ ମିଳିବା ପରେ ହତ୍ୟା ମାମଲା ରୁଜୁ କରିଥିବା ଜିଆରପି ରେଳବାଇ କତୃପକ୍ଷଙ୍କୁ ମାଗିଛି ଟ୍ରେନ୍ ତାଲିକା ।

ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ । ଲିଙ୍ଗରାଜ ରୋଡ୍ ଦେଇ କେଉଁ କେଉଁ ଟ୍ରନ୍ ଯାଇଛି ରେଲୱେକୁ ଜିଆରପି ସେସବୁର ଲିଷ୍ଟ ମାଗିଛି । ଟ୍ରେନ୍ ତାଲିକା ମିଳିବା ପରେ ଲୋକୋ ପାଇଲଟ୍ କହିପାରିବେ ସେଦିନ କେହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ନାହିଁ ।