ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ

ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ
ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ

ଓଡ଼ିଆ ଗସିପ୍ ବ୍ୟୁରୋ: ଏଲିନା ସାମନ୍ତରାୟ, ଓଲିଉଡ୍ ର ଜଣେ ଚର୍ଚ୍ଚିତ ନାୟିକା ।

View this post on Instagram

Hello…

A post shared by Elina samantray (@elinasamantrayofficial) on

https://www.facebook.com/rayelina.samantaray

ନିଜ ଷ୍ଟାଇଲିସ୍ ଲୁକ୍, ଅଜବ ଗଜବ ଅନ୍ଦାଜ ଏବଂ ଭରପୁର ଏଣ୍ଟରଟେନମେଣ୍ଟର ଫୁଲ୍ ଡୋଜ ପ୍ୟାକେଜ ।

ଏକ ଟିଭି ରିଅଲିଟି ସୋରୁ ସିଲଭର ସ୍କ୍ରିନ୍ ରେ ନିଜର ନିଆରା ଯାଦୁ ଜାରି ରଖିଛନ୍ତି ।

ଏଲିନାଙ୍କୁ ଓଡ଼ିଆ ଦର୍ଶକ ଯେତିକି ପସନ୍ଦ କରନ୍ତି ସେତେକି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି ।

ଏଲିନାଙ୍କ ପ୍ରଥମ ଫିଲ୍ମ ‘ଇସ୍କ ତୁ ହି ତୁ ’ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଏଲିନା ।

ପରେ ପରେ ଅନୁଭବ ମହାନ୍ତିଙ୍କ ସହ ଏଲିନାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା 12ଟି ଫିଲ୍ମ ରିଲିଜ ହୋଇସାରିଥିବା ବେଳେ ଆଗକୁ ଆହୁରୀ 5ଟି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ।

ସେହିଭଳି ଭୋକ୍ତା ନାମକ ଏକ ବେଙ୍ଗଲୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏଲିନା ।

ନିଜ ଫିଲ୍ମକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ଏଲିନା ।

ଏତେ ଦିନର ଫିଲ୍ମ ଅନୁଭବ ତାଙ୍କୁ ଆଗାମୀ ଦିନରେ ଅନେକ ସଫଳତା ଆଣିଦବ ବୋଲି ସେ ଆଶା ରଖିଛନ୍ତି ।

Share this story

World Odia Language Conferene