ଧୁମ୍ ମଚାଉଛି ‘ମୁଁ ସେହି କଳିଙ୍ଗ’: କଳିଙ୍ଗର ଅକୁହା କଥା ଓ ଗାଥା ୟୁଟ୍ୟୁବରେ, ଏବେ ହିଁ ଦେଖନ୍ତୁ ଭିଡିଓ

ଧୁମ୍ ମଚାଉଛି ‘ମୁଁ ସେହି କଳିଙ୍ଗ’: କଳିଙ୍ଗର ଅକୁହା କଥା ଓ ଗାଥା ୟୁଟ୍ୟୁବରେ, ଏବେ ହିଁ ଦେଖନ୍ତୁ ଭିଡିଓ
ଧୁମ୍ ମଚାଉଛି ‘ମୁଁ ସେହି କଳିଙ୍ଗ’: କଳିଙ୍ଗର ଅକୁହା କଥା ଓ ଗାଥା ୟୁଟ୍ୟୁବରେ, ଏବେ ହିଁ ଦେଖନ୍ତୁ ଭିଡିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁଠାରୁ ଅଧିକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଐତିହ୍ୟ କଳିଙ୍ଗର କଥା ଓ କାହାଣୀ ଦର୍ଶକଙ୍କ ମନ ଜିଣୁଛି ।

କଳିଙ୍ଗର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଓ ପ୍ରସିଦ୍ଧିକୁ ପୁଣି ଥରେ ଓଡ଼ିଆଙ୍କ ମନରେ ଜାଗ୍ରତ କରିବା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରାଯାଇଛି ।

ଯାହା ଏବେ ୟୁଟ୍ୟୁବରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି ।

ସ୍ନେହାଶିଷ ଦାସଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ମ୍ୟୁଜିକ ଭିଡିଓ ଗତ ଜୁଲାଇ ମାସରେ ୟୁଟ୍ୟୁବରେ ପ୍ରିମିୟର ହୋଇଥିଲା ଯାହାକୁ ବର୍ତ୍ତମାନ ସୁଦ୍ଧା 13 ହଜାରରୁ ଅଧିକ ୟୁଜର୍ସ ଦେଖିସାରିଲେଣି ।

ଆଉ ଡେରି କାହିଁକି ଏବେ ହିଁ ଦେଖିନିଅନ୍ତୁ ଏହି ଭିଡିଓ ।

Share this story

World Odia Language Conferene