କରୋନା ସଂକ୍ରମଣରୁ ଆଉ ମିଳିବନି ମୁକ୍ତି: ସହରୀ ପ୍ରଦୂଷଣ ଯୋଗୁଁ ବଢ଼ିବ ସଂକ୍ରମଣ ହାର, ସତର୍କତା ହିଁ ସମାଧାନ

କରୋନା ସଂକ୍ରମଣରୁ ଆଉ ମିଳିବନି ମୁକ୍ତି: ସହରୀ ପ୍ରଦୂଷଣ ଯୋଗୁଁ ବଢ଼ିବ ସଂକ୍ରମଣ ହାର, ସତର୍କତା ହିଁ ସମାଧାନ
କରୋନା ସଂକ୍ରମଣରୁ ଆଉ ମିଳିବନି ମୁକ୍ତି: ସହରୀ ପ୍ରଦୂଷଣ ଯୋଗୁଁ ବଢ଼ିବ ସଂକ୍ରମଣ ହାର, ସତର୍କତା ହିଁ ସମାଧାନ

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ମହମାରୀକୁ ନେଇ ଏବେ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ବିଶ୍ୱ ପାଇଁ କୌଣସି ବଡ଼ ବିପତ୍ତି ଠାରୁ କମ୍ ନୁହେଁ ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ପୃଥିବୀରୁ କରୋନା ସଂକ୍ରମଣ ଶେଷ ହେବାର କୌଣସି ସମ୍ଭାବନା ନାହିଁ ।

ରିପୋର୍ଟ ଅନୁସାରେ, ବିଶେଷଜ୍ଞ ଟିମ୍ ଜାଣିବାକୁ ପାଇଛନ୍ତି ଯେ, ସହରୀ ପ୍ରଦୂଷଣ ଯୋଗୁଁ ଆଗକୁ ସଂକ୍ରମଣ ହାର ବୃଦ୍ଧି ପାଇବ ।

ଏହା ଏତେ ଭୟାନକ ହେବ ଯେ, ବର୍ତ୍ତମାନର ହାରଠାରୁ ଏହା ଅନେକ ଗୁଣରେ କ୍ଷତିକାରକ ସାବ୍ୟସ୍ତ ହେବ ।

” ବାୟୁ ପ୍ରଦୂଷଣର ଉଭୟ ଦୀର୍ଘମିଆଦି ଏବଂ ସ୍ୱଳ୍ପ ମିଆଦି ସଂସ୍ପର୍ଶରେ ଆସିବା ଦ୍ୱାରା ଅକ୍ସିଡେଟିଭ୍ ଚାପ, ତୀବ୍ର ପ୍ରଦାହ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ବିପଦ ବୃଦ୍ଧି ଘଟିବ ।

ଯାହା ମାନବ ଶରୀର ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଣାଳୀ ପ୍ରଭାବ ପଡିଥାଏ ବା ଆଗକୁ ପକାଇବ । ”

ଏହା କହିଛନ୍ତି ଇମୋରୀ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଲେଖକ ଡୋଙ୍ଗାଇ ଲିଆଙ୍ଗ କହିଛନ୍ତି ।

Share this story