ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ

ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ
ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ

ଓଡ଼ିଆ ଗସିପ ବ୍ୟୁରୋ:   ମନେ ରଖନ୍ତୁ ପେଟ୍ରୋଲ୍ ଓ ଡିଜେଲ୍ ସଂପୂର୍ଣ୍ଣ କଢ଼ା ନ ଯିବା ପର୍ଯ୍ୟନ୍ତ ଟଳିନାହିଁ ବିପଦ । ତେଣୁ ପାଖ ଅଞ୍ଚଳରେ ସଂଧ୍ୟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି ।

ତେବେ ଅଗ୍ନିକାଣ୍ଡ କେତେ ଭୟାନକ ଥିଲା ତାହାର କିଛି ଫଟୋ ତଳେ ଦିଆଯାଇଛି ଦେଖନିଅନ୍ତୁ ।

ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ
ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ

ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍ସିକ୍ ଟିମ୍ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ‌

ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ

ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି।

ଦୁର୍ଘଟଣା ବେଳର କିଛି ଛାତି ଥରା ଫଟୋ

Share this story